Shocking Discovery: ଘର ଭିତରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର, ପୁଅ ନିଶା ନଛାଡିବାରୁ ...

Jun 21, 2026 - 20:33
Shocking Discovery: ଘର ଭିତରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର, ପୁଅ ନିଶା ନଛାଡିବାରୁ ...

ନିଶାଖୋର ପୁଅ ପାଇଁ ଜୀବନ ହାରିଲେ ବାପା ମାଆ। ଘର ଭିତରେ ପଙ୍ଖାରେ ଝୁଲି ପଡ଼ିଲେ ଶିକ୍ଷିତ ଦମ୍ପତି। ମୃତ ଦମ୍ପତି ପୁରୀ ତାଳବଣିଆ ଥାନା ସେନାପତି ବଗିଚାର ଅନାମ ମିଶ୍ର ଏବଂ ସଂଗୀତା ମିଶ୍ର। ତାଳବଣିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଛି ତଦନ୍ତ। 

ମୃତଦେହ ଜବତ କରି ପୁରୀ ହସ୍ପିଟାଲକୁ ପଠାଇଛି ପୋଲିସ। ନିଶାଖୋର ପୁଅକୁ ଅଟକ ରଖି ପୋଲିସର ତଦନ୍ତ ଜାରି ରହିଛି । 

ନିଶାଖୋର ପୁଅ ପାଇଁ ଜୀବନ ହାରିଲେ ବାପାମା!
ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ପୁରୀ ତାଳବଣିଆ ଥାନା ସେନାପତି ବଗିଚା ସ୍ଥିତ ଘରୁ ମୃତଦେହ ଉଦ୍ଧାର
ନିଶାଖୋର ପୁଅ ପାଇଁ ଅତିଷ୍ଠ ହୋଇ ଜୀବନ ହାରିଥିବା ସନ୍ଦେହ