Sex Racket: ସିଭିଲଟାଉନସିପରେ ସେକ୍ସ ରାକେଟ ଠାବ, ଦୁଇ ଯୁବତୀଙ୍କ ସହ ଦୁଇ ଗ୍ରାହକ ଅଟକ

Aug 03, 2026 - 11:07
Sex Racket: ସିଭିଲଟାଉନସିପରେ ସେକ୍ସ ରାକେଟ ଠାବ, ଦୁଇ ଯୁବତୀଙ୍କ ସହ ଦୁଇ ଗ୍ରାହକ ଅଟକ

"ରାଉରକେଲା: ଗତକାଲି ରାତିରେ ସିଭିଲଟାଉନସିପ ଏଲ ବ୍ଲକରେ ଏକ ଭଡ଼ା ଘରେ ସେକ୍ସ ରାକେଟଠାବ ହୋଇଛି l ରଘୁନାଥପାଲି ପୁଲିସ ଦୁଇ ଯୁବତୀଙ୍କ ସହ ଦୁଇ ଗ୍ରାହକଙ୍କୁ ଧରିଛି l ଘଟଣାସ୍ଥଳରୁ ପୁଲିସ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରିଛି lAdvertisment ଘରକୁ ଭଡ଼ାରେ ନେଇ ସେକ୍ସ ରାକେଟ ଚଳାଉଥିଲେ ଉଦିତନଗର ଓରାମପଡ଼ାର ଜଣେ ବୃଦ୍ଧା ଓ ତାଙ୍କ ସମ୍ପର୍କୀୟ ଘରକୁ ଭଡ଼ାରେ ନେଇ ସେକ୍ସ ରାକେଟ ଚଳାଉଥିଲେ l ବୃଦ୍ଧା ଓ ତାଙ୍କ ସମ୍ପର୍କୀୟ ଝାରଖଣ୍ଡ ଓ କୋଲକାତାରୁ ଯୁବତୀଙ୍କୁ ଆଣୁଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି l ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୁଲିସ।

Helicopter Crash: ମଝି ଆକାଶରେ ୨ ଅଗ୍ନିଶମ ହେଲିକପ୍ଟର ଧକ୍କା: ଦୁଇ ପାଇଲଟଙ୍କ ମୃତ୍ୟୁ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।