Seriously Injured: ଇଣ୍ଟରନେଟ୍ କେବୁଲ କାମ ବେଳେ ବିଦ୍ୟୁତ୍‌ ଆଘାତରେ ଯୁବକ ଗୁରୁତର

Sep 22, 2026 - 11:25
Seriously Injured: ଇଣ୍ଟରନେଟ୍ କେବୁଲ କାମ ବେଳେ ବିଦ୍ୟୁତ୍‌ ଆଘାତରେ ଯୁବକ ଗୁରୁତର

"ସୋର: ଇଣ୍ଟରନେଟକେବୁଲ କାମ କରୁଥିବା ବେଳେ ବିଦ୍ୟୁତ୍‌ ଆଘାତର ଶିକାର ହୋଇ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ ଅନନ୍ତପୁର ଥାନା ବାଳଙ୍ଗ ଗ୍ରାମର ମଣିଭଦ୍ର ବାରିକ ସୋରର କ୍ଷେତ୍ରମଣି ଡିଜିଟାଲରେ ଇଣ୍ଟରନେଟ କେବୁଲ କାମ କରନ୍ତି।Advertisment ସୋର ଡାକ୍ତରଖାନା ପଛପଟେ କେବୁଲ କାମ କରୁଥିବା ବେଳେ ଅଘଟଣ ଆଜି ସକାଳେ ସୋର ଡାକ୍ତରଖାନା ପଛପଟେ କେବୁଲ କାମ କରୁଥିବା ବେଳେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Boudh Railway Project: ବୌଦ୍ଧରେ ରେଳ ଚଳାଚଳକୁ ନୂଆ ଗତି: ଟନେଲ ଓ ଭାୟାଡକ୍ଟ ଦେଇ ଗଡ଼ିଲା ପରୀକ୍ଷାମୂଳକ ଇଞ୍ଜିନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)