School Textbook Error Row: ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି, ଓସେପା ଅଫିସ୍ ରେ କ୍ରାଇମବ୍ରାଞ୍ଚ ଟିମ୍

Jul 17, 2026 - 17:10
School Textbook Error Row: ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି, ଓସେପା ଅଫିସ୍ ରେ କ୍ରାଇମବ୍ରାଞ୍ଚ ଟିମ୍

ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗ। ଓସେପା ଅଫିସରେ କ୍ରାଇମବ୍ରାଞ୍ଚ ଟିମ। ଓସେପା ଅଫିସରେ  ପହଞ୍ଚି ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ ଟିମ୍। ଡିଏସପି ନରେନ୍ଦ୍ର ବେହେରାଙ୍କ ସମେତ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ ତଦନ୍ତ ଚଳାଇଛି। ଓସେପା କାର୍ଯ୍ୟାଳୟରେ ଉପନିର୍ଦ୍ଦେଶିକା ଇତିଶ୍ରୀ ନାୟକଙ୍କୁ ପଚରାଉଚରା କରୁଛନ୍ତି ୪ ଅଧିକାରୀ। ....

ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କେତେ ଛାତ୍ରଛାତ୍ରୀ ଙ୍କ ପାଇଁ ବହି ଛାପା ହେଇଛି,  କେଉ ଶ୍ରେଣୀର କେତେ ବହି ,  କେଉଁ ବିଷୟରେ କେତେ ବହି ଛାପା ହେଇଛି ସେ ନେଇ ତଥ୍ୟ ମଗାଯାଇଛି । ବହି ପ୍ରିଣ୍ଟ ପାଇଁ କେତେ ଟଙ୍କା କେତେ ଥର ଦିଆଯାଇଛି ସେସବୁର ତଥ୍ୟ ଓସେପା ମାଗିଛି ।  ... 

ଓସେପା ଅଫିସ୍ ରେ କ୍ରାଇମବ୍ରାଞ୍ଚ ଟିମ୍

ଡିଏସ୍ ପି ନରେନ୍ଦ୍ର ବେହେରାଙ୍କ ସମେତ ୫ ଜଣିଆ ଟିମ୍ ର ତଦନ୍ତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।