Accident-Prone Randha Chhak Turns Death Trap, Demand for NH-16 Overbridge Grows

Jul 17, 2026 - 20:04
Accident-Prone Randha Chhak Turns Death Trap, Demand for NH-16 Overbridge Grows

#ଛକ_ପାଲଟିଛି_ମରଣଯନ୍ତା #ଓଭରବ୍ରିଜ୍_ନିର୍ମାଣ_କେବେ?
ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଞ୍ଚଳର ରଣ୍ଢା ଛକ । ଛକ ତ’ ନୁହେଁ ସତେ ଯେମିତି ମୃତ୍ୟୁର ଦ୍ବାର। ପାଦ ରଖିବା ମାତ୍ରେ ମାଡି ଆସୁଛି ମୃତ୍ୟୁ । ଦୁଇ ଚକିଆ ଯାନରେ ଯାଆନ୍ତୁ କି ଚାରି ଚକିଆ ଯାନ ଟିକେ ଅସାବଧାନ ହେଲେ କଥା ସରିଲା । ବାରମ୍ବାର ଦୁର୍ଘଟଣା ଘଟି ଲୋକମାନେ ଆହତ ହେଉଥିବା ବେଳେ ଅନେକ ସମୟରେ ଜୀବନ ମଧ୍ୟ ଯାଉଛି । ଏଇ ଯେମିତି ଗତାକାଲିର ଦୁର୍ଘଟଣା । ପତ୍ନୀ ପରି ଦାସ ସ୍ୱାମୀ ହରିଚନ୍ଦ୍ର ଦାସଙ୍କ ଚିକିତ୍ସା ନିମନ୍ତେ ରଣ୍ଢା ନିକଟସ୍ଥ ଘରୋଇ କ୍ଲିନିକକୁ ଯାଉଥିଲେ। ରଣ୍ଢା ଗାଁରୁ ବାହାରି ୧୬ ନଂ ଜାତିୟ ରାଜପଥ ପାର ହେଉଥିବା ବେଳେ ଏକ କାରକୁ ଧକ୍କା ଦେଇଥିଲା ଟ୍ରକ ।

Randha Chhak under Golanthara Police Station in Ganjam district has once again come under the spotlight after repeated road accidents raised concerns over commuter safety. Residents say the busy junction on National Highway 16 (NH-16) has become a death trap due to the absence of an overbridge.

#Ganjam#NH16#RoadSafety#RoadAccident#Overbridge#TrafficSafety#OdishaNews#PublicSafety#OdishaTV#OTV

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।