Sarpanch Caught By Vigilance: ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ, ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ

Jul 05, 2026 - 22:07
Sarpanch Caught By Vigilance: ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ, ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ। ଲାଞ୍ଚନେଇ ଧରାପଡିଲେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ନିମ୍ନା ପଞ୍ଚାୟତର ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେ। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୂର୍ଯ୍ୟକାନ୍ତିଙ୍କୁ ଭିଜିଲାନ୍ସ ମାଡିବସିଛି l 

ମାଛ ଚାଷ ସବସିଡି ପାଇଁ SHGକୁ ସରପଞ୍ଚ ୪୦ ହଜାର ଟଙ୍କା ଦାବି କରିଥିଲେ l ଫଳରେ ଏସଏଚଜୀ ଗ୍ରୁପ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ l ଆଉ ଯୋଜନା ମୁତାବକ ସରପଂଚ ପ୍ରଥମ କିସ୍ତି ୨୦ ହଜାର ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା l