Rourkela:ୟୁପି ଷ୍ଟାଇଲରେ ରାଉରକେଲା ପୁଲିସର କାର୍ଯ୍ଯାନୁଷ୍ଠାନ
"ରାଉରକେଲା: ବହୁଚର୍ଚ୍ଚିତ ସେକ୍ଟର-୬ ସରସ୍ବତୀ ଶିଶୁ ମନ୍ଦିର ପାର୍ଶ୍ବ ଜଙ୍ଗଲରେ ତୋଫାନ ବିନ୍ଧାଣିଙ୍କୁ ନିର୍ମମ ହତ୍ଯା ଘଟଣାରେ ରାଉରକେଲା ପୁଲିସବଡ଼ କାର୍ଯ୍ଯାନୁଷ୍ଠାନ ନେଇଛି।
ରାଉରକେଲା ଏସପି ନୀତେଶ ଓ୍ବାଧଓ୍ବାନୀଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ହତ୍ୟାରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କ ଘର ଭଙ୍ଗାଯାଇଛି।Advertisment ଆହୁରି ପଢନ୍ତୁ:Hirakud: ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେଲା ଏବର୍ଷର ପ୍ରଥମ ବନ୍ୟାଜଳ ରାଉରକେଲା ପୁଲିସ ଓ ଆରଏସପି ଏନଫୋର୍ସମେଣ୍ଟ ଟିମ୍ ଉପସ୍ଥିତିରେ ଅଭିଯୁକ୍ତମାନେ ଜବରଦଖଲ କରିଥିବା ଘର ଉଚ୍ଛେଦ କରାଯାଇଛି।
ଏହାସହ ହତ୍ଯା ଘଟଣାରେ ଜଡ଼ିତ ଆଉ ୩ ମୁଖ୍ଯ ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ଜାରି ରହିଛି।
ଏହି ଘଟଣାରେ ପୂର୍ବରୁ ୬ ଜଣଙ୍କୁ ଗିରଫକରିଥିଲା ସେକ୍ଟର-୭ ଥାନା ପୁଲିସ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।