FIFA: ଫାଇନାଲ୍‌ ମ୍ୟାଚ୍‌ ମଧ୍ୟାନ୍ତର ସୋ’ରେ ବିବରଙ୍କ ଜଲୱା ଦେଖିବେ ଦର୍ଶକ

Jul 09, 2026 - 12:33
FIFA: ଫାଇନାଲ୍‌ ମ୍ୟାଚ୍‌ ମଧ୍ୟାନ୍ତର ସୋ’ରେ ବିବରଙ୍କ ଜଲୱା ଦେଖିବେ ଦର୍ଶକ

"ନ୍ୟୁୟର୍କ: ଫିଫା ଓ ଗ୍ଲୋବଲ ସିଟିଜେନ୍‌ (ବିଶ୍ବସ୍ତରରେ ଲକ୍ଷଲକ୍ଷ ଗରିବ କମାଇବାରେ କାର୍ଯ୍ୟକରୁଥିବା ସଂସ୍ଥା) ଘୋଷଣା କରିଛି ଯେ କାନାଡ଼ାର ପପ୍‌ ଗାୟକ ଜଷ୍ଟିନ୍ ବିବର ଚଳିତ ବିଶ୍ବକପ୍‌ ଫାଇନାଲ୍‌ରେ ନିଜର ଜଲୱା ଦେଖାଇବେ।

ଚଳିତ ମାସ ୧୯ ତାରିଖରେ ସ୍ଥାନୀୟ ନ୍ୟୁଜର୍ସି ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଫାଇନାଲ୍‌ର ମଧ୍ୟାନ୍ତରରେ ହେବାକୁ ଥିବା ଆକର୍ଷଣୀୟ ସୋ"ରେ ସେ ବିଶ୍ବର ଅନ୍ୟ ପ୍ରସିଦ୍ଧ ତାରକା ମାଡୋନା, ସକିରା ଓ ବିଟିଏସ୍‌ ସହ ପ୍ରଦର୍ଶନ କରିବେ।Advertisment Argentina's victory: ଆ‌ର୍ଜେଣ୍ଟିନା ବିଜୟକୁ ନେଇ ବିବାଦ: ଇଜିପ୍‌ଟ ପଞ୍ଝାରୁ ଛଡ଼ାଇନେଲା, କ୍ବାର୍ଟର ଫାଇନାଲ୍‌ ଟିକେଟ୍‌ ୧୦୦ ନିୟୁତ ଡଲାର ସଂଗ୍ରହ ସଂପ୍ରତି ବିଶ୍ବରେ ଚହଳ ପକାଇଥିବା ବର୍ଣ୍ଣ ବୟ ଓ ସାକିରାଙ୍କ "ଡାଇ ଡାଇ" ଗୀତ ମଧ୍ୟ ଏହି ଅବସରରେ ୧୧ ମିନିଟ୍‌ ବଡ଼ କଷ୍ଟ ହେବ।

ଏହି ମଧ୍ୟାନ୍ତର ‌ସୋ"ରେ କୋଲ୍ଡପ୍ଲେ କରିବେ କ୍ରିସ୍‌ ମାର୍ଟିନ।

ବିଶ୍ୱ ସ୍ତରରେ ପିଲାମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଓ ଫୁଟବଲ୍ ସୁଯୋଗକୁ ବିସ୍ତାର କରିବା ପାଇଁ ୧୦୦ ନିୟୁତ ଡଲାର ସଂଗ୍ରହ କରିବା ଲାଗି ହେଉଥିବା ଏହି କାର୍ଯ୍ୟକ୍ରମ ପୂର୍ବରୁ ୫୦ ନିୟୁତ ଡଲାରରୁ ଅଧିକ ସଂଗ୍ରହ ହୋଇସାରିଛି।

ବିଶ୍ୱକପ୍ ମ୍ୟାଚ୍‌ର ପ୍ରତ୍ୟେକ ଟିକେଟ୍ ବିକ୍ରୟରୁ ୧ ଡଲାର ଏଥି ଲାଗି ରଖାଯାଉଛି।

ଏହି ସୋ" ବେଳେ ସେସାମ୍ ଷ୍ଟ୍ରିଟ୍ ଓ ଦି ମପେଟ୍ସର ଲୋକମାନେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।