Roads Flooded: ସୁନ୍ଦରଗଡ଼ ଜିଲ୍ଲାରେ ଲଗାଣ ବର୍ଷାରେ ଉବୁଟୁବୁ ରାସ୍ତାଘାଟ

Jul 28, 2026 - 13:08
Roads Flooded: ସୁନ୍ଦରଗଡ଼ ଜିଲ୍ଲାରେ ଲଗାଣ ବର୍ଷାରେ ଉବୁଟୁବୁ ରାସ୍ତାଘାଟ

"ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଲଗାଣବର୍ଷାରେ ଉବୁଟୁବୁ ରାସ୍ତାଘାଟ l ଘରେ ଓ ବିଭିନ୍ନ କାର୍ଯ୍ୟାଳୟରେ ପଶିଲା ପାଣି l ଗୁରୁଣ୍ଡିଆ ବ୍ଲକ କାର୍ଯ୍ୟାଳୟରେ ଆଣ୍ଠୁଏ ପାଣି l ସମ୍ପୂର୍ଣ କାର୍ଯ୍ୟାଳୟ ବର୍ଷା ପାଣିରେ ବୁଡ଼ି ରହିଛି l ବିଡିଓଙ୍କ କାର୍ଯ୍ୟାଳୟ ସମେତ ପ୍ରାୟ ସବୁ ବିଭାଗରେ ବର୍ଷା ପାଣି ଲହଡି ମାରୁଛି l ବ୍ଲକର ମୁଖ୍ୟ ରାସ୍ତାବୁଡ଼ି ଯାଇଛି lAdvertisment ଘରେ ବର୍ଷା ପାଣି ଜମି ରହିଛି ଗୋଷ୍ଠା ସ୍ୱାସ୍ଥ୍ୟକେନ୍ଦ୍ରରେ ସମାନ ସ୍ଥିତି ଦେଖିବାକୁ ମିଳିଛି l ବେଦବ୍ୟାସ ଦାଣ୍ଡିଆପାଲି ଘରେ ପାଣି ପଶିବା ସହ ରାସ୍ତା ବୁଡି ଯାଇଛି l ଉଦିତନଗର ଶୀତଳପଡ଼ାରେ ମାଟି ଘର ଭାଙ୍ଗିବା ସହ ଘରେ ବର୍ଷା ପାଣି ଜମି ରହିଛି l ଜିଲ୍ଲାର ବଣାଇ, ଲହୁଣୀପଡ଼ା, ସୁନ୍ଦରଗଡ଼ ସହର ସମେତ ଅନ୍ୟ କିଛି ବ୍ଲକରେ ସମସ୍ୟା ଦେଖିବାକୁ ମିଳିଛି l Crime Branch: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜଷ୍ଟିସ୍ ନାଇଡ଼ୁ କମିସନ ତଦନ୍ତ ରିପୋର୍ଟ ହଜିବା ଘଟଣା: କ୍ୟାପିଟାଲ୍‌ ଥାନାରେ ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।