Road Blocked: ପାହାଡ଼ ଧସି ସୀତାପାଲୀ ଘାଟି ରାସ୍ତା ଅବରୋଧ

Jul 02, 2026 - 09:49
Road Blocked: ପାହାଡ଼ ଧସି ସୀତାପାଲୀ ଘାଟି ରାସ୍ତା ଅବରୋଧ

"କାଲିମେଳା: ପାହାଡ଼ ଧସି ସୀତାପାଲୀ ଘାଟି ରାସ୍ତା ଅବରୋଧ।

ଗତ ୩ଦିନ ହେଲା କାଲିମେଳା ଅଞ୍ଚଳରେ ଝିପିଝିପି ବର୍ଷା ଲାଗି ରହିଥିବାବେଳେ କାଲିମେଳା ସଦର ମହକୁମା ଠାରୁ ୩୦ କିମି ଦୂରରେ ଥିବା ସୀତାପାଲୀ ଘାଟିରେ ପାହାଡ଼ ଧସି ରାସ୍ତା ଅବରୋଧ ହୋଇଥିବାର ସୂଚନା ମିଳିଛି।

ଫଳରେ ମାନ୍ୟମକୋଣ୍ଡା ଠାରୁ ପାହାଡ଼ ଉପରେ ଥିବା ସୀତାପାଲୀ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି ।

ଗତକାଲି ଏହି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଘାଟି ରାସ୍ତାର ବିଭିନ ସ୍ଥାନରେ ବଡ଼ ବଡ଼ ଗଛ ଓ ପଥର ଓ ମାଟି ଧସି ରାସ୍ତା ଉପରେ ପଡି ଥିବାରୁ ଘାଟି ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି।

Advertisment ଗତ ବର୍ଷ ଏହି ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲା ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟରେ ମାନ୍ୟମକୋଣ୍ଡା ଠାରୁ ସୀତାପାଲ୍ଲୀ ଗ୍ରାମ ଦେଇ ପାହାଡ଼ ଉପରେ ଥିବା ଗୁଣ୍ଠାବେଡା ଗାଁ ପର୍ଯ୍ୟନ୍ତ ଗତ ବର୍ଷ ଏହି ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲା ।

Drug Free: ନିଶାମୁକ୍ତ ଓଡ଼ିଶା ଅଭିଯାନ କାର୍ଯ୍ୟକ୍ରମ: ତିନି ଜିଲ୍ଲାର ଏସ୍ପିଙ୍କ ଉପସ୍ଥିତିରେ ନଷ୍ଟ ହେଲା ୧୧ କୋଟିର ଡ୍ରଗ୍ସ ଓ ୧୩ କ୍ୱିଣ୍ଟାଲ ଗଞ୍ଜେଇ "