Road Accident: ଆନ୍ଧ୍ରପ୍ରଦେଶର ପାଲନାଡୁରେ ଭୟଙ୍କର ଦୁର୍ଘଟଣା: ବସ୍‌-ଅଟୋ ଧକ୍କାରେ ୭ ମୃତ

Aug 27, 2026 - 10:00
Road Accident: ଆନ୍ଧ୍ରପ୍ରଦେଶର ପାଲନାଡୁରେ ଭୟଙ୍କର ଦୁର୍ଘଟଣା: ବସ୍‌-ଅଟୋ ଧକ୍କାରେ ୭ ମୃତ

"ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ପାଲନାଡୁ ଜିଲ୍ଲା ଚିଲକାଲୁରିପେଟରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଛି।

ଏକ ଘରୋଇ ଯାତ୍ରୀବାହୀ ବସ୍‌ ଏକ ଅଟୋ-ରିକ୍ସାକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି।Advertisment ସମସ୍ତେ ଭେଲୁରୁ ଗାଁର ବାସିନ୍ଦା ମୃତକମାନେ ସମସ୍ତେ ଚିଲକାଲୁରିପେଟ ମଣ୍ଡଳର ଭେଲୁରୁ ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି।

Road Accident: ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍: ୬ ମୃତ, ୩୦ରୁ ଅଧିକ ଗୁରୁତର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)