River: ତାଳଚେର ବ୍ରାହ୍ମଣୀ ନଦୀରେ ଗାଧେଇବା ବେଳେ ବୁଡ଼ି ଜଣେ ମୃତ, ୨ ନିଖୋଜ
"ତାଳଚେର: ବ୍ରାହ୍ମଣୀ ନଦୀରେ ଗାଧେଇବା ବେଳେ ବୁଡ଼ି ଗଲେ ତିନି ଜଣ ସାଙ୍ଗ l ଜଣେ ଉଦ୍ଧାର ଦୁଇ ଜଣ ନିଖୋଜ ଥିବା ଜଣା ପଡ଼ିଛି l ଉଦ୍ଧାର ହୋଇ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିବା ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।Advertisment ତିନି ଜଣ ସାଙ୍ଗ ତାଳଚେର ଷ୍ଟେସନ ଅଞ୍ଚଳର ସମସ୍ତ ତିନି ଜଣ ସାଙ୍ଗ ତାଳଚେର ଷ୍ଟେସନ ଅଞ୍ଚଳର ହୋଇଥିବା ଜଣା ପଡ଼ିଛି ।
ମୃତକଜଣକ ଗଣେଶ ଗୋଛାୟତ ହୋଇଥିବା ବେଳେ ନିଖୋଜ ଦୁଇଜଣ ଶକ୍ତି ସାହୁ ଓ ପ୍ରିନ୍ସ ଲୁହାର ହୋଇଥିବା ଜଣାପଡିଛି ।
ଆଖଣ୍ଡଳମଣି ମନ୍ଦିର ନିକଟ ତୁଠକୁ ସାତ ଜଣ ସାଙ୍ଗ ଗାଧୋଇବାକୁ ଆସିଥିବା ବେଳେ ଗଭୀର ସ୍ରୋତରେ ତିନି ଜଣ ବୁଡ଼ି ଯାଇଥିଲେ ।
ଘଟଣା ସ୍ଥଳରେ ତାଳଚେର ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ଅଧିକ ପଢ଼ନ୍ତୁ: Attack: ଦୁଇ ବାଇକ୍ରେ ଆସିଲେ, ଯୁବକଙ୍କୁ ହାଣିଲେ ୫ ଦୁର୍ବୃତ୍ତ ଆହୁରି ଦେଖନ୍ତୁ...
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।