Rath Yatra 2026: ଅଜୟ ହାୟର ସେକେଣ୍ଟାରି ସ୍କୁଲ୍‌ର ସେବା

Jul 26, 2026 - 20:01
Rath Yatra 2026: ଅଜୟ ହାୟର ସେକେଣ୍ଟାରି ସ୍କୁଲ୍‌ର ସେବା

"ଭୁବନେଶ୍ବର: ତମଣ୍ଡୋ ସ୍ଥିତ ଅଜୟ ହାୟର ସେକେଣ୍ଡାରି ସ୍କୁଲ ତରଫରୁ ସେବା ମନୋଭାବ ରଖି ପୁରୀରେ ୧୦ ହଜାରରୁ ଅଧିକ ଭକ୍ତଙ୍କୁ ପ୍ରସାଦ ଦିଆଯାଇଥିଲା।

ଏଥି ସହିତ ଅନୁଷ୍ଠାନ ପକ୍ଷରୁ ଗୋଠପାଟଣାର ରାଧାମାଧବ ନଗରରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା।

ସେଥିରେ ଅଜୟ କଲେଜର ଚେୟାରମ୍ୟାନ ବ୍ରହ୍ମାନନ୍ଦ ମଙ୍ଗରାଜ, ପ୍ରିନ୍ସିପାଲ ଡ.

ସନ୍ତୋଷ କୁମାର ପଣ୍ଡା, ଆଡ୍‌ମିନ ଅଫିସର୍‌ ମୃତ୍ୟୁଞ୍ଜୟ ସ୍ୱାଇଁ ଓ ନିର୍ଦ୍ଦେଶିକା ଇତିସ୍ମିତା ସ୍ୱାଇଁ ଉପସ୍ଥିତ ଥିଲେ।

ତିନି ଠାକୁରଙ୍କ ସୁନାବେଶ ମଧ୍ୟ କରାଯାଇଥିଲା।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।