Puri Jagannath: ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ ବଲିଉଡ୍‌ ଷ୍ଟାର ଗୋବିନ୍ଦା

Oct 21, 2026 - 15:59
Puri Jagannath: ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ ବଲିଉଡ୍‌ ଷ୍ଟାର ଗୋବିନ୍ଦା

"ପୁରୀ (ଶିବପ୍ରସାଦ ଦାସ): ବଲିଉଡର ବିଶିଷ୍ଟ ଅଭିନେତା ଗୋବିନ୍ଦା ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

ଆଜି ପବିତ୍ର ଦଶହରା ତଥା ବିଜୟା ଦଶମୀ ଅବସରରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବା ପରେ ସେ ଭାବବିହ୍ବଳ ହୋଇ ପଡିଛନ୍ତି।

ଅତି ନିକଟକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ସେ ବିମୁଗ୍ଧ ହୋଇ ଯାଇଥିଲେ।

Advertisment ଅଭିନେତା ଗୋବିନ୍ଦା ମା" ଲକ୍ଷ୍ମୀ, ବିମଳା ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ।

ଦର୍ଶନ ସାରି ଫେରିବା ପରେ ଗୋବିନ୍ଦା କହିଛନ୍ତି ମହାପ୍ରଭୁଙ୍କ ଦର୍ଶନ କରିବା ମୋ ପାଇଁ ବଡ଼ ଭାଗ୍ୟ।

ଆଜି ପବିତ୍ର ବିଜୟା ଦଶମୀରେ ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ।

ସାରା ଦେଶବାସୀଙ୍କ ମଙ୍ଗଳ କାମନା ନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛି।

ଜୀବନରେ ଯେତେବେଳେ କୌଣସି ପରିସ୍ଥିତି ଆସିଲେ ଜଗନ୍ନାଥଙ୍କ କୃପାରୁ ତାହା ସାମ୍ନା କରିବାକୁ ଶକ୍ତି ମିଳେ।

Govinda Spotted Komal Rani: ଗୋବିନ୍ଦାଙ୍କ ସହ ନଜର ଆସି‌ଲେ କୋମଲ ରାଣୀ; ପୁଣି ଚର୍ଚ୍ଚାରେ ସମ୍ପର୍କ!"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)