Puri Gears Up for Grand Snana Purnima: ଦୁଇ ଦିନ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ; ଗାଡି ପାର୍କିଂ ନେଇ ପୁରୀ ପୋଲିସର ଆଡଭାଜରୀ

Jun 26, 2026 - 20:02
Puri Gears Up for Grand Snana Purnima:  ଦୁଇ ଦିନ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ; ଗାଡି ପାର୍କିଂ ନେଇ ପୁରୀ ପୋଲିସର ଆଡଭାଜରୀ

ଆଉ ଦୁଇ ଦିନ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ। ଶ୍ରୀଜିଉ ରତ୍ନସିଂହାସନ ଛାଡ଼ି ସ୍ନାନବେଦୀକୁ ପହଣ୍ଡି ବିଜେ କରିବେ। ଶୃଙ୍ଖଳିତ ସ୍ନାନ ଯାତ୍ରା ପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୁରକ୍ଷା ବ୍ୟବସ୍ଥା ଓ ଜନଗହଳି ନିୟନ୍ତ୍ରଣ ପାଇଁ ୭୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଉଛି। 

ଟ୍ରାଫିକ ନିୟନ୍ତ୍ରଣକୁ ଗୁରୁତ୍ବ ଦିଆଯାଇଛି। ପୁରୀକୁ ଗଲେ କେଉଁ ଗାଡି କେଉଁ ବାଟେ ଯିବେ ଏବଂ ଗାଡି କେଉଁଠାରେ ପାର୍କିଂ କରିବେ, ସେନେଇ ପୁରୀ ପୋଲିସ ପକ୍ଷରୁ ଏକ ଆଡଭାଜରୀ ଜାରି କରାଯାଇଛି। 

  • ଦୁଇ ଦିନ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ
  • ଗାଡି ପାର୍କିଂ ନେଇ ପୁରୀ ପୋଲିସର ଆଡଭାଜରୀ