President Murmu Reaches Bhubaneswar: ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆଜି ଦିଲ୍ଲୀ ଫେରିଯିବେ

Aug 05, 2026 - 14:10
President Murmu Reaches Bhubaneswar: ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆଜି ଦିଲ୍ଲୀ ଫେରିଯିବେ

ବ୍ରହ୍ମପୁରରୁ ଆସି ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବ୍ରହ୍ମପୁରରୁ ସ୍ୱତନ୍ତ୍ର ଟ୍ରେନ୍ ରେ ଭୁବନେଶ୍ୱର ଫେରିଛନ୍ତି ରାଷ୍ଟ୍ରପତି। ବ୍ରହ୍ମପୁରରୁ ସ୍ବତନ୍ତ୍ର ଟ୍ରେନରେ ଭୁବନେଶ୍ବର ଫେରିବା ପରେ ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ୩ ଦିନିଆ ଓଡ଼ିଶା ଗସ୍ତ ସାରି ଆଜି ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି। ...

ଆଜି ସକାଳେ ବ୍ରହ୍ମପୁର ସ୍ଥିତ ଧବଳେଶ୍ୱର ମନ୍ଦିରରେ ପୂଜାଚ୍ଚର୍ନା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆର୍ମି ଏୟାର୍ ଡିଫେନ୍ସ କଲେଜରେ ନିକଟରେ ଥିବା ଧବଳେଶ୍ୱର ମନ୍ଦିରରେ ମହାଦେବଙ୍କୁ ଦର୍ଶନ କରିଛନ୍ତି। ଗତକାଲି ଦିଲ୍ଲୀରୁ ଆସିଥିବା ସ୍ବତନ୍ତ୍ର ସାଲୋନ୍ କୋଚ ଟ୍ରେନରେ ଭୁବନେଶ୍ବରରୁ ବ୍ରହ୍ମପୁର ଯାଇଥିଲେ ରାଷ୍ଟ୍ରପତି।  ... 

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ବ୍ରହ୍ମପୁରରୁ ସ୍ୱତନ୍ତ୍ର ଟ୍ରେନ୍ ରେ ଭୁବନେଶ୍ୱର ଫେରିଲେ ରାଷ୍ଟ୍ରପତି
ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡ଼ିଶା ଗସ୍ତର ଆଜି ଶେଷ ଦିନ
୩ ଦିନିଆ ଓଡ଼ିଶା ଗସ୍ତ ସାରି ଆଜି ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।