Political Heat Rises in Hinjili: ଟାର୍ଗେଟରେ ହିଞ୍ଜିଳି; ପ୍ରଦୀପ ପାଣିଗ୍ରାହୀଙ୍କ ନୂଆ ଅବତାର, ଶକ୍ତି ପ୍ରଦର୍ଶନ କଲେ ବିଭୂତି
ନବୀନଙ୍କ ଗଡ଼ରେ ପ୍ରଦୀପ ରାଜା। ଗଞ୍ଜାମ ରାଜନୀତିରେ ଏବେ ନୂଆ ସମୀକରଣ ସୃଷ୍ଟି ହୋଇଛି। ଗଞ୍ଜାମ ହିଞ୍ଜିଳିକାଟୁରୁ ବିଧାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫ ଥର ସିନା ସେଠୁ ନିର୍ବାଚନ ଜିତିଛନ୍ତି କିନ୍ତୁ ଲୋକେ ତାଙ୍କ ଦେଖା ଦର୍ଶନ ପାଉନାହାନ୍ତି। ଏହାରି ଭିତରେ ହିଞ୍ଜିଳିକୁ କମବ୍ୟାକ୍ କରିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ।
ରଥଯାତ୍ରା ଅବସରରେ ଶେରଗଡ଼କୁ ଯାଇ ଛେରାପହଁରା କରିଛନ୍ତି ଆଉ ଶକ୍ତି ପ୍ରଦର୍ଶନ କରିଛନ୍ତି। ଏବେ ଚର୍ଚ୍ଚା ହେଉଛି କି ଯେଉଁ ପ୍ରଦୀପ ୨୪ ନିର୍ବାଚନରେ ବିଜେଡିର ‘ଲେଖା ଛିଡ଼ାଇଥିଲେ’ ଏବେ ହିଞ୍ଜିଳିରୁ କ’ଣ ନିଜ ‘ଲେଖା ଲେଖିବାକୁ ଯାଉଛନ୍ତି କି?’ ଅର୍ଥାତ ସାଂସଦ ପଦ ଛାଡ଼ି ବିଧାୟକ ହେବାକୁ ଇଚ୍ଛା ରଖିଛନ୍ତି କି, ତା ପୁଣି ହିଞ୍ଜିଳିରୁ?
ଗଞ୍ଜାମଜିଲ୍ଲାଶେରଗଡ଼ବାହୁଡାଯାତ୍ରାରେଶକ୍ତିପ୍ରଦର୍ଶନକଲେଦୁଇବିଜେପିନେତା।ଖଣିମନ୍ତ୍ରୀବିଭୂତିଭୂଷଣଜେନାଓସାଂସଦପ୍ରଦୀପପାଣିଗ୍ରାହୀପୃଥକ୍ପୃଥକ୍ରାଲିକରିସେମାନଙ୍କସମର୍ଥକଙ୍କୁନେଇଶକ୍ତିପ୍ରଦର୍ଶନକରିଛନ୍ତି। ଗଞ୍ଜାମଜିଲ୍ଲାରେବିଜେଡିରଅଭେଦ୍ୟଗଡ଼ଭାବେପରିଚିତହିଞ୍ଜିଳିଉପରେଏବେବିଜେପିରନଜର।
୨୦୨୪ନିର୍ବାଚନପରେଜିଲ୍ଲାର୧୩ଟିବିଧାନସଭାଆସନମଧ୍ୟରୁକେବଳହିଞ୍ଜିଳିବିଜେଡିହାତରେରହିଥିବାରୁଏହିଆସନଦଖଲପାଇଁବିଜେପିଜୋରଦାରରଣନୀତିଆରମ୍ଭକରିଥିବାଚର୍ଚ୍ଚାହେଉଛି।ଏହାରିଭିତରେଶେରଗଡ଼ରବାହୁଡ଼ାଯାତ୍ରାରେଖଣିମନ୍ତ୍ରୀବିଭୂତିଭୂଷଣଜେନାଓସାଂସଦପ୍ରଦୀପପାଣିଗ୍ରାହୀଙ୍କପୃଥକ୍ପୃଥକ୍ଶକ୍ତିପ୍ରଦର୍ଶନରାଜନୈତିକଚର୍ଚ୍ଚାକୁଆହୁରିସରଗରମକରିଛି।
୨୦୨୪ନିର୍ବାଚନପରେଗଞ୍ଜାମରେବିଜେପିରପ୍ରଭାବବଢ଼ିଥିଲେମଧ୍ୟପୂର୍ବତନମୁଖ୍ୟମନ୍ତ୍ରୀନବୀନପଟ୍ଟନାୟକଙ୍କନିର୍ବାଚନମଣ୍ଡଳୀହିଞ୍ଜିଳିଏବେବିବିଜେଡିରଦୁର୍ଗହୋଇରହିଛି।ତେଣୁଏହିଆସନକୁହାତେଇବାପାଇଁବିଜେପିଯୋଜନାବଦ୍ଧଭାବେଆଗକୁବଢ଼ୁଥିବାରାଜନୈତିକମହଲରେଆଲୋଚନାହେଉଛି।ଗତକିଛିଦିନଧରିବିଜେପିରବରିଷ୍ଠନେତାଓମନ୍ତ୍ରୀମାନଙ୍କରହିଞ୍ଜିଳିଓଶେରଗଡ଼ଗସ୍ତଏହାରସୂଚନାଦେଉଥିବାକୁହାଯାଉଛି।
ଏହାରିମଧ୍ୟରେଶେରଗଡ଼ରବାହୁଡ଼ାଯାତ୍ରାରେଖଣିମନ୍ତ୍ରୀବିଭୂତିଭୂଷଣଜେନାଓସାଂସଦପ୍ରଦୀପପାଣିଗ୍ରାହୀପୃଥକ୍ପୃଥକ୍ ଭାବେଯୋଗଦେଇନିଜନିଜସମର୍ଥକଙ୍କସହଶକ୍ତିପ୍ରଦର୍ଶନକରିଥିଲେ।ପ୍ରଥମେସାଂସଦପ୍ରଦୀପପାଣିଗ୍ରାହୀଙ୍କୁସମର୍ଥକମାନେବିଶାଳପଟୁଆରରେସ୍ୱାଗତକରିଥିଲେ।ପରେଖଣିମନ୍ତ୍ରୀବିଭୂତିଭୂଷଣଜେନାହିଞ୍ଜିଳିବିଜେପିନେତାଶିଶିରମିଶ୍ରଓଆସିକାଜିଲ୍ଲାବିଜେପିସଭାପତିବିଜୟସ୍ୱାଇଁଙ୍କସହପହଞ୍ଚିଅଲଗାଶୋଭାଯାତ୍ରାରେସାମିଲହୋଇଥିଲେ।
ବିଜେପିରେଯୋଗଦେବାପୂର୍ବରୁପ୍ରଦୀପପାଣିଗ୍ରାହୀହିଞ୍ଜିଳିରେନବୀନପଟ୍ଟନାୟକଙ୍କପ୍ରତିନିଧିଭାବେକାମକରୁଥିଲେଏବଂନିର୍ବାଚନମଣ୍ଡଳୀରସାଙ୍ଗଠନିକଦାୟିତ୍ୱସମ୍ଭାଳୁଥିଲେ।ପରେଦଳଛାଡ଼ିଥିଲେମଧ୍ୟହିଞ୍ଜିଳିରେତାଙ୍କରପ୍ରଭାବଏବେବିରହିଛି।
ଅନ୍ୟପଟେବିଭୂତିଭୂଷଣଜେନାଜିଲ୍ଲାବିଜେପିରଜଣେପ୍ରମୁଖନେତାଭାବେସାଂଗଠନିକକାର୍ଯ୍ୟକଳାପକୁଆଗେଇନେଉଛନ୍ତି।ଏଭଳିପରିସ୍ଥିତିରେହିଞ୍ଜିଳିକୁକେନ୍ଦ୍ରକରିବିଜେପିରରଣନୀତି, ଦଳୀୟନେତାଙ୍କସକ୍ରିୟତାଏବଂପଞ୍ଚାୟତନିର୍ବାଚନପୂର୍ବରୁବଦଳୁଥିବାରାଜନୈତିକସମୀକରଣଆଗାମୀଦିନରେଗଞ୍ଜାମରାଜନୀତିକୁଆହୁରିସରଗରମକରିପାରେବୋଲିଆଲୋଚନାହେଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।