Police Detain Accused for Threatening Teacher: କ୍ଲାସରୁମରେ ପଶି ଶିକ୍ଷକଙ୍କୁ ଧମକ ଦେବା ପଡିପାରେ ମହଙ୍ଗା, ଅଭିଯୁକ୍ତକୁ ଅଟକ ରଖିଲା ପୋଲିସ
ଶିକ୍ଷକଙ୍କୁ ମାଡ଼ ଓ ଗାଳିଗୁଲଜ କରିବା ପଡ଼ିଲା ମହଙ୍ଗା। ଉଠାଇଲା ପୋଲିସ୍। ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଘଟଣା ପରେ ଆକ୍ସନ୍ ମୁଡକୁ ଆସିଛି ସତ୍ୟବାଦୀ ପୋଲିସ୍। ଶୁକଳ ପଞ୍ଚାୟତର ତୃତୀୟା ଦେବ ନୋଡାଲ୍ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁରେଶ ସ୍ବାଇଁଙ୍କୁ ସେଇ ସ୍କୁଲର ଜଣେ ଅଭିଭାବକ ଅଂଶୁମାନ ବିଶ୍ବାଳ ଗାଳିଗୁଲଜ କରିଥିଲେ।
ସ୍କୁଲ କ୍ଲାସ୍ ରୁମରେ ପଶି ମାଡ଼ ମାରିବା ସହ ଧମକ ଦେଇଥିଲା। ଖାଲି ଏତିକି ନୁହେଁ, ସବୁ ଶିକ୍ଷକଙ୍କ ଉପସ୍ଥିତିରେ ଅଶ୍ଲୀଳ ଭାଷାରେ ଗାଳି କରିବା ସହ ମାରିଦେବାକୁ ଧମକ ଦେଇଥିବା ନେଇ ଭିଡିଓ ଭାଇରାଲ୍ ହୋଇଥିଲା। ଥାନାରେ ଏତଲା ଦେବା ପରେ ପୋଲିସ୍ ଅଭିଯୁକ୍ତ ଅଂଶୁମାନକୁ ଅଟକ ରଖିଛି।...
ଶିକ୍ଷକଙ୍କୁ ଗାଳି, ଉଠାଇଲା ପୋଲିସ୍
ଶିକ୍ଷକଙ୍କୁ ମାଡ଼ ଓ ଗାଳିଗୁଲଜ ଭାଇରାଲ୍ ଘଟଣା
ଶିକ୍ଷକ ସୁରେଶ ସ୍ବାଇଁଙ୍କୁ ଅଭିଭାବକ ଧମକ ଦେଇଥିଲେ
କ୍ଲାସ୍ ରୁମରେ ପଶି ମାଡ଼ ମାରିବା ସହ ଧମକ ଦେଲେ
ମାରିଦେବାକୁ ଧମକ ଦେଇଥିବା ନେଇ ଭିଡିଓ ଭାଇରାଲ୍ ହୋଇଥିଲା
ଥାନାରେ ଏତଲା ପରେ ପୋଲିସ୍ ଅଭିଯୁକ୍ତ ଅଂଶୁମାନକୁ ଉଠାଇଛି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।