Opposition Grows Over Overseas Off-Season Rath Yatras, Says Bhubaneswar ISKCON

Jul 11, 2026 - 23:04
Opposition Grows Over Overseas Off-Season Rath Yatras, Says Bhubaneswar ISKCON

#ଅନୁରୋଧ_ମାନୁ_ନାହିଁ_ବିଦେଶୀ_ଇସ୍କନ’
ବିଦେଶରେ ଅଦିନିଆ ରଥଯାତ୍ରା ଓ ଗଜପତିଙ୍କ ଚିଠିକୁ ଇସ୍କନ GBCର ମନ୍ତବ୍ୟକୁ ନେଇ ବଢୁଛି ଅସନ୍ତୋଷ । ସଂସ୍କୃତି, ପରମ୍ପରା ପ୍ରଚାରକ ବିରୋଧ କରିବା ଆରମ୍ଭ କଲେଣି । ଆଜି ନୀଳଚକ୍ର ଓଡ଼ିଆ ଭାଷା ଓ ସଂସ୍କୃତି ସୁରକ୍ଷା ସଂସ୍ଥାର ସଦସ୍ୟ ଭୁବନେଶ୍ୱର ଇସ୍କନ୍ ମନ୍ଦିର ସଭାପତିଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନାରେ ଆଷାଢ ଶୁକ୍ଳ ଦ୍ୱିତୀୟା ତିଥିରେ ରଥ ଯାତ୍ରା ପାଳନ ହୁଏ । କିନ୍ତୁ ବିଦେଶରେ ମନଇଚ୍ଛା ରଥ ଯାତ୍ରା ପାଳନ ହେଉଛି । ବାରମ୍ବାର ଜଗନ୍ନାଥ ସଂସ୍କୃତି ଓ ଭକ୍ତ ଭାବାବେଗକୁ କୁଠାର ଘାତ କରୁଛି ଇସ୍କନ୍ । ବିଦେଶ ରେ ଥିବା ଇସ୍କନ ଉପରେ ରୋକ ଲଗାଇବା ପାଇଁ ଚିଠି କରିଛନ୍ତି ନୀଳଚକ୍ର ର ସଦସ୍ୟ। ଯାହାକୁ ନେଇ ଭୁବନେଶ୍ବର ଇସ୍କନ ସଭାପତି କହିଛନ୍ତି ଆମେ ବାରମ୍ବାର ଅନୁରୋଧ କରୁଛୁ ଅଦିନରେ ରଥ ଯାତ୍ରା ବନ୍ଦ କରିବା ପାଇଁ । କିନ୍ତୁ ମାନୁ ନାହିଁ ବିଦେଶୀ ଇସ୍କନ । ଗଜପତି ମହାରାଜାଙ୍କ ଚିଠି କୁ ହେଉ ଭଳି GBC ପ୍ରତ୍ୟାଖ୍ୟାନ କରିଛି ତାହା ନିନ୍ଦନୀୟ । ଆମେ ଭୁବନେଶ୍ବର ଇସ୍କନ ତରଫରୁ ନଦିଆ ମୁଖ୍ୟ କାର୍ଯ୍ୟାଳୟ କୁ ଚିଠି କରିବୁ କେମିତି ଅଦିନିଆ ରଥ ଯାତ୍ରା ବିଦେଶ ରେ ବନ୍ଦ ହବ ।
#JagannathCulture#RathYatra#ISKCON#Puri#JagannathTemple#OdishaNews#Bhubaneswar#GajapatiMaharaja#OdishaTV#OTV

The controversy surrounding off-season Rath Yatras conducted abroad by foreign ISKCON units has intensified, with cultural activists and Jagannath tradition supporters raising objections. Members of the Nilachakra Odia Language and Culture Protection Organisation met the President of Bhubaneswar ISKCON and reiterated that Rath Yatra is traditionally observed only on Ashadha Shukla Dwitiya. They alleged that celebrations held on arbitrary dates abroad hurt Jagannath culture and devotees' sentiments.

The organisation has written letters seeking restrictions on such celebrations overseas. Responding to the concerns, the Bhubaneswar ISKCON President stated that repeated requests have already been made to foreign ISKCON bodies to stop organising off-season Rath Yatras. He also termed the reported rejection of the Gajapati Maharaja's appeal by the ISKCON GBC as unfortunate and said Bhubaneswar ISKCON would write to the Nadia headquarters seeking intervention.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।