Open Window: ଖୋଲା ଝରକା: କେଉଁ କ୍ଷେତ୍ରରେ ମିଳିଥାଏ ନୋବେଲ୍ ପୁରସ୍କାର

Oct 20, 2026 - 22:56
Open Window: ଖୋଲା ଝରକା: କେଉଁ କ୍ଷେତ୍ରରେ ମିଳିଥାଏ ନୋବେଲ୍ ପୁରସ୍କାର

"ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ଓ ସମ୍ମାନଜନକ ଅନ୍ତର୍ଜାତୀୟ ପୁରସ୍କାରଗୁଡ଼ିକ ମଧ୍ୟରେ ନୋବେଲ୍ ପୁରସ୍କାର ହେଉଛି ଅନ୍ୟତମ।

ମାନବ ଜ୍ଞାନ ଓ ସମାଜର ବିଭିନ୍ନ କ୍ଷେତ୍ରରେ ଅସାଧାରଣ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।

ମୂଳତଃ ଆଲଫ୍ରେଡ୍ ନୋବେଲ୍‌ଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥାରେ ପ୍ରଥମେ ୫ଟି କ୍ଷେତ୍ର ଥିଲା।

କିନ୍ତୁ ପରବର୍ତ୍ତୀ ସମୟରେ ଅର୍ଥନୀତିକୁ ଯୋଗ କରାଯାଇ ବର୍ତ୍ତମାନ ଏହା ୬ଟି ଶ୍ରେଣୀରେ ଦିଆଯାଉଛି, ଭୌତିକ ବିଜ୍ଞାନ, ରସାୟନ ବିଜ୍ଞାନ, ଚିକିତ୍ସା ବିଜ୍ଞାନ, ସାହିତ୍ୟ ଓ ଶାନ୍ତି।

Advertisment Tiger Shroff: ପିଲାଦିନର ଏହି ଅଭ୍ୟାସ ପାଇଁ ମିଳିଥିଲା "ଟାଇଗର" ନାମ!

ଟାଇଗର ଶ୍ରଫ୍‌ଙ୍କ ପ୍ରକୃତ ନାମ ଜାଣିଛନ୍ତି କି?

ଅର୍ଥନୈତିକ ବିଜ୍ଞାନ ପୁରସ୍କାରଟି ୧୯୬୮ ମସିହାରେ ଯୋଡ଼ାଯାଇଥିଲା ଓ ପ୍ରଥମଥର ପାଇଁ ୧୯୬୯ ମସିହାରେ ଦିଆଯାଇଥିଲା।

ଏହି ପ୍ରତ୍ୟେକ ଶ୍ରେଣୀ ସେହି ବ୍ୟକ୍ତି କିମ୍ବା ଅନୁଷ୍ଠାନକୁ ସମ୍ମାନିତ କରେ ଯେଉଁମାନେ ସେମାନଙ୍କର ସମ୍ପୃକ୍ତ କ୍ଷେତ୍ରରେ ଅତୁଳନୀୟ ଅବଦାନ ରଖିଛନ୍ତି।

ପ୍ରତିବର୍ଷ ଡିସେମ୍ବର ୧୦ ତାରିଖରେ ମୁଖ୍ୟ ନୋବେଲ୍‌ ପୁରୁସ୍କାରଗୁଡ଼ିକ ସ୍ବିଡେନ୍‌ର ରାଜଧାନୀ ଷ୍ଟକ୍‌ହୋମ୍‌ ସହରରେ ପ୍ରଦାନ କରାଯାଇଥାଏ।

କିନ୍ତୁ ଶାନ୍ତି ପାଇଁ ଦିଆଯାଉଥିବା ନୋବେଲ୍‌ ପୁରସ୍କାରଟି ନରୱେର ରାଜଧାନୀ ଓସଲୋ ସହରରେ ପ୍ରଦାନ କରାଯାଏ।

Arrest: ଶ୍ରଦ୍ଧା ଦୁବେଙ୍କୁ ମହାରାଷ୍ଟ୍ରରୁ ଗିରଫ କଲା ଉତ୍ତରପ୍ରଦେଶ ପୁଲିସ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)