One Arrested On Chameli Ojha Case: କେନ୍ଦ୍ରାପଡ଼ା ଚାମେଲି ଓଝା- ବ୍ଲକ୍ ପ୍ରଶାସନ ବିବାଦ ମାମଲା, ଜଣେ ଗିରଫ
କେନ୍ଦ୍ରାପଡ଼ା କେନ୍ଦ୍ରାପଡ଼ାର ତିଖିରି ସରପଞ୍ଚ ଚାମେଲି ଓଝା- ବ୍ଲକ୍ ପ୍ରଶାସନ ବିବାଦ ମାମଲା। ଚାମେଲିଙ୍କ ଅଭିଯୋଗ ଆଧାରରେ ଜଣେ ବ୍ୟକ୍ତି ଗିରଫ । ପାର୍ଥସାରଥୀ ସାମନ୍ତରାୟଙ୍କୁ ଗିରଫ କରିଛି ମହାକାଳପଡ଼ା ପୋଲିସ। ମୋବାଇଲ ଛଡାଇବା ଓ ଦୁର୍ବ୍ୟବହାର ଅଭିଯୋଗରେ ଗିରଫ କରାଯାଇଛି। FIRରେ ୭ ଜଣଙ୍କ ନା ଉଲ୍ଲେଖ କରିଥିଲେ ଚାମେଲି ।
- ଚାମେଲି ମାମଲା, ଜଣେ ଗିରଫ
- କେନ୍ଦ୍ରାପଡ଼ା ଚାମେଲି ଓଝା- ବ୍ଲକ୍ ପ୍ରଶାସନ ବିବାଦ ମାମଲା
- ଚାମେଲିଙ୍କ ଅଭିଯୋଗ ଆଧାରରେ ଜଣେ ବ୍ୟକ୍ତି ଗିରଫ
- ପାର୍ଥସାରଥୀ ସାମନ୍ତରାୟଙ୍କୁ ଗିରଫ କଲା ମହାକାଳପଡ଼ା ପୋଲିସ
- ମୋବାଇଲ ଛଡାଇବା ଓ ଦୁର୍ବ୍ୟବହାର ଅଭିଯୋଗରେ ଗିରଫ
- FIRରେ ୭ ଜଣଙ୍କ ନା ଉଲ୍ଲେଖ କରିଥିଲେ ଚାମେଲି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।