Minor Girl Allegedly Assaulted: ରାଇରଙ୍ଗପୁରରେ ରଜରେ ଲଜ୍ଜା; ଟାଉନ୍ ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
ରଜରେ ଲଜ୍ଜା । ମୟୂରଭଞ୍ଜ ରାଇରଙ୍ଗପୁର ଟାଉନ୍ ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ୨ ଭଉଣୀ ୨ ପୁରୁଷ ବନ୍ଧୁଙ୍କ ସହ ବାଇକ୍ ରେ ଯିବା ବେଳେ ଜଙ୍ଗଲରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ନାବାଳିକା ସାନ ଭଉଣୀ ଦୁଷ୍କର୍ମର ଶିକାର ହୋଇଥିବା କହିଲା ପୋଲିସ ସୂଚନା ଦେଇଛି।
ମାମଲାରେ ଜଣଙ୍କର ସିଧାସଳଖ ସମ୍ପୃକ୍ତି ରହିଥିବାବେଳେ ଆଉ ୨ ଜଣଙ୍କୁ ସନ୍ଦେହରେ ଅଟକ ରଖାଯାଇଥିବା ମୟୂରଭଞ୍ଜ ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ପୀଡ଼ିତାଙ୍କର ଡାକ୍ତରୀମାଇନା କରି ପୋଲିସ ତଦନ୍ତ ଜାରି ରଖିଛି ।
- ରାଇରଙ୍ଗପୁରରେ ରଜରେ ଲଜ୍ଜା
- ଟାଉନ୍ ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
- ୨ ଭଉଣୀ ୨ ପୁରୁଷ ବନ୍ଧୁଙ୍କ ସହ ବାଇକରେ ଯାଉଥିଲେ
- ଜଙ୍ଗଲରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ
- ନାବାଳିକା ସାନ ଭଉଣୀ ଦୁଷ୍କର୍ମର ଶିକାର
- ଜଣଙ୍କର ସିଧାସଳଖ ସମ୍ପୃକ୍ତି, ଆଉ ୨ ଜଣ ଅଟକ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।