Odisha PG Medical Paper Leak: ଅଲ୍ ଓଡ଼ିଶା ଡାକ୍ତରୀ ପିଜି ପ୍ରଶ୍ନ ପେପର୍ ଲିକ୍ ଘଟଣା, MKCG ମେଡିକାଲରେ ୩ ଜଣିଆ ତଦନ୍ତକାରୀ ଟିମ୍

Aug 05, 2026 - 14:56
Odisha PG Medical Paper Leak: ଅଲ୍ ଓଡ଼ିଶା ଡାକ୍ତରୀ ପିଜି ପ୍ରଶ୍ନ ପେପର୍ ଲିକ୍ ଘଟଣା, MKCG ମେଡିକାଲରେ ୩ ଜଣିଆ ତଦନ୍ତକାରୀ ଟିମ୍

ବ୍ରହ୍ମପୁର ମେଡିକାଲ୍ ପିଜି ପରୀକ୍ଷା ପେପର ଲିକ୍  ଘଟଣା। ଏମକେସିଜିରେ ତଦନ୍ତ ପାଇଁ ପହଞ୍ଚିଲେ ୩ ଜଣିଆ ତଦନ୍ତକାରୀ ଟିମ୍। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ୩ ଜଣିଆ ତଦନ୍ତକାରୀ ଟିମ୍  ଗଠନ ହୋଇଛି । ମେଡିକାଲ୍ ର ସିସିଟିଭି ଫୁଟେଜ ଆଧାରରେ ଟିମ୍  ଯାଞ୍ଚ କରୁଛନ୍ତି । ଟିମ୍ ରେ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ବିଜୟ କୁମାର ଦାସ, ଅତିରିକ୍ତ ସଚିବ ଡ଼ାକ୍ତର  ବିଜୟ କୁମାର ମିଶ୍ର, ଯୁଗ୍ମ DMET ଡ଼ାକ୍ତର ଅନିଲ କୁମାର ମିଶ୍ର ଅଛନ୍ତି। ...

 ଓଡ଼ିଶା ୟୁନିଭର୍ସିଟି ଅଫ୍ ହେଲ୍ଥ ସାଇନସେସ୍ ପକ୍ଷରୁ ପରିଚାଳିତ ପିଜି ପରୀକ୍ଷା ପ୍ରଶ୍ନପତ୍ର ହ୍ବାଟ୍ସ ଆପ୍ ଯୋଗେ ଭାଇରାଲ୍ ହୋଇଥିବା ଅଭିଯୋଗ ହୋଇଥିଲା। .... 

ଅଲ୍ ଓଡ଼ିଶା ଡାକ୍ତରୀ ପିଜି ପ୍ରଶ୍ନ ପେପର୍ ଲିକ୍ ଘଟଣା
ସ୍ୱାସ୍ଥ୍ୟ ବିଭାଗର 3ଜଣିଆ ଟିମ୍ MKCG ମେଡିକାଲରେ
ପ୍ରଶ୍ନ ପେପର୍ ଲିକ୍ ଘଟଣାର କରୁଛନ୍ତି ତଦନ୍ତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।