Odisha on High Alert: ଆନ୍ଧ୍ରରେ କୋଭିଡ୍, ଗଞ୍ଜାମରୁ କୋରାପୁଟ ଯାଏଁ ପ୍ରସ୍ତୁତି ଜୋରଦାର

Jul 14, 2026 - 21:11
Odisha on High Alert: ଆନ୍ଧ୍ରରେ କୋଭିଡ୍, ଗଞ୍ଜାମରୁ କୋରାପୁଟ ଯାଏଁ ପ୍ରସ୍ତୁତି ଜୋରଦାର

Odisha on High Alert: ଆନ୍ଧ୍ରରେ କୋଭିଡ୍, ଗଞ୍ଜାମରୁ କୋରାପୁଟ ଯାଏଁ ପ୍ରସ୍ତୁତି ଜୋରଦାର

ଆନ୍ଧ୍ରପ୍ରଦେଶରେ କୋଭିଡ୍ ଜନିତ ମୃତ୍ୟୁ ପରେ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଛି। ସରକାରୀ ହସ୍ପିଟାଲ ଓ ସିଏଚସିଗୁଡ଼ିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଗଞ୍ଜାମରୁ କୋରାପୁଟ ପର୍ଯ୍ୟନ୍ତ କୋଭିଡ୍ ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି।

author-image
Manoj Kumar Rout
14 Jul 2026 20:54 IST