Odisha GOVT To Distribute Free School Bags: ଛାତ୍ରୀଛାତ୍ରୀମାନଙ୍କୁ ମିଳିବ ମାଗଣା ନୂଆ ସ୍କୁଲ୍ ବ୍ୟାଗ୍
Jun 25, 2026 - 13:08
Odisha GOVT To Distribute Free School Bags: ଛାତ୍ରୀଛାତ୍ରୀମାନଙ୍କୁ ମିଳିବ ମାଗଣା ନୂଆ ସ୍କୁଲ୍ ବ୍ୟାଗ୍
ଓଡ଼ିଶା ସରକାର ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ମାଗଣା ନୂଆ ସ୍କୁଲ୍ ବ୍ୟାଗ୍ ଯୋଗାଇ ଦିଆଯିବ। ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଏହାର ଲାଭ ପାଇବେ। ଓସେପା ପକ୍ଷରୁ ଡିଇଓ ଓ ଡିପିସିଙ୍କୁ ଶୀଘ୍ର ବଣ୍ଟନ ପାଇଁ ନିର୍ଦ୍ଦେଶ ଜାରି ହୋଇଛି।
Manoj Kumar Rout
25 Jun 2026 12:58 IST
/odishatv-khabar/media/media_files/2026/06/25/govt-to-distribute-free-school-bags-2026-06-25-12-58-05.jpg)
GOVT To Distribute Free School Bags Photograph: (OTV)
ଛାତ୍ରୀଛାତ୍ରୀମାନଙ୍କୁ ମିଳିବ ମାଗଣା ନୂଆ ସ୍କୁଲ୍ ବ୍ୟାଗ୍। ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ବ୍ୟାଗ୍। ଶୀଘ୍ର ବଣ୍ଟନ ପାଇଁ ଡିଇଓ ଏବଂ ଡିପିସିଙ୍କୁ ଓସେପାର ଚିଠି। ବ୍ଲକସ୍ତରରୁ ଓସିକ୍ ଯୋଗାଇ ଦେବ ନୂଆ ସ୍କୁଲ୍ ବ୍ୟାଗ୍।