Odisha Education Department Clarifies: ପାଠ୍ୟପୁସ୍ତକ ତ୍ରୁଟି ଖବରକୁ ଖଣ୍ଡନ କଲା ଗଣଶିକ୍ଷା ବିଭାଗ

Aug 05, 2026 - 19:08
Odisha Education Department Clarifies: ପାଠ୍ୟପୁସ୍ତକ ତ୍ରୁଟି ଖବରକୁ ଖଣ୍ଡନ କଲା ଗଣଶିକ୍ଷା ବିଭାଗ

Odisha Education Department Clarifies: ପାଠ୍ୟପୁସ୍ତକ ତ୍ରୁଟି ଖବରକୁ ଖଣ୍ଡନ କଲା ଗଣଶିକ୍ଷା ବିଭାଗ

ସଂଶୋଧିତ ପାଠ୍ୟ ପୁସ୍ତକ ତ୍ରୁଟି ସମ୍ପର୍କିତ ଖବର ନେଇ ସ୍ପଷ୍ଟୀକରଣ ଜାରି କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ତ୍ରୁଟି ସମ୍ପର୍କିତ ଖବରର କୌଣସି ଯଥାର୍ଥତା ନାହିଁ କହିଲା ବିଭାଗ । ଗଣଶିକ୍ଷା ବିଭାଗର କହିବା ଅନୁସାରେ, ଶିକ୍ଷାବିତ ଓ ବିଶେଷଜ୍ଞଙ୍କ ମତାମତ ଆଧାରରେ ସଂଶୋଧନ ଜାରି ରହିଛି ।

author-image
Manoj Kumar Rout
05 Aug 2026 18:58 IST

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।