Odisha DGP Y.B. Khurania To Retire: ୱାଇ. ବି. ଖୁରାନିଆଙ୍କୁ ଅବସର ଅନୁମତି, ନୂଆ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

Jul 24, 2026 - 09:25
Odisha DGP Y.B. Khurania To Retire: ୱାଇ. ବି. ଖୁରାନିଆଙ୍କୁ ଅବସର ଅନୁମତି, ନୂଆ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ଓଡ଼ିଶା ଡିଜିପି ୱାଇ. ବି. ଖୁରାନିଆ ଆସନ୍ତା ଅଗଷ୍ଟ ୧୬ ତାରିଖରେ ସରକାରୀ ସେବାରୁ ଅବସର ଗ୍ରହଣ କରିବେ। ତାଙ୍କ ଅବସର ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ୱାଇ. ବି. ଖୁରାନିଆ ହେଉଛନ୍ତି ୧୯୯୦ ବ୍ୟାଚର ଜଣେ ବରିଷ୍ଠ ଆଇପିଏସ ଅଫିସର। ରାଜ୍ୟର ନୂତନ ଡିଜିପି ଚୟନ ପ୍ରକ୍ରିୟା ପାଇଁ ଆସନ୍ତା ଅଗଷ୍ଟ ୭ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି।
ୱାଇ ବି ଖୁରାନିଆଙ୍କୁ ଅବସର ଅନୁମତି

ଓଡ଼ିଶା ଡିଜିପି ୱାଇବି ଖୁରାନିଆଙ୍କୁ ଅବସର ଅନୁମତି
ଅଗଷ୍ଟ ୧୬ ରେ ଅବସର ଗ୍ରହଣ କରିବେ ପୋଲିସ ଡିଜି
୧୯୯୦ ବ୍ୟାଚର ଆଇପିଏସ ଅଫିସର ୱାଇବି ଖୁରାନିଆ
DGPଙ୍କ ଅବସର ନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ
ନୂତନ DGP ଚୟନ ପାଇଁ ଅଗଷ୍ଟ ୭ ତାରିଖରେ ବୈଠକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।