18 JULY 2026

Welcome!

Unlock your personalized experience.
Sign Up

Vikram-1: ଘୁଞ୍ଚିଥିବା ଲଞ୍ଚିଂ; ପୁଣି ଆରମ୍ଭ ହେଲା କାଉଣ୍ଟଡାଉନ୍‌, ୧୨.୫ରେ ମହାକାଶକୁ ଉଡ଼ିବ !

Jul 18, 2026 - 12:09
Vikram-1: ଘୁଞ୍ଚିଥିବା ଲଞ୍ଚିଂ; ପୁଣି ଆରମ୍ଭ ହେଲା କାଉଣ୍ଟଡାଉନ୍‌, ୧୨.୫ରେ ମହାକାଶକୁ ଉଡ଼ିବ !

ଆନ୍ଧ୍ରପ୍ରଦେଶ, ୧୮।୭: 'ବିକ୍ରମ-୧'ର ପୁନର୍ବାର କାଉଣ୍ଟଡାଉନ ଆରମ୍ଭ । ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧'ର ପୁନର୍ବାର କାଉଣ୍ଟଡାଉନ ପରେ ଆଜି ମହାକାଶକୁ ଉଡ଼ାଣ ଭରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ପୂର୍ବାହ୍ନ ୧୨ଟା ୦୫ ମିନିଟ ଏହି ବହୁ ପ୍ରତିକ୍ଷିତ ରକେଟ୍ର ଉତକ୍ଷେପଣ କରାଯିବ । ଭାରତର ବେସରକାରୀ ମହାକାଶ କ୍ଷେତ୍ର ପାଇଁ ଏହା ଏକ ବଡ଼ ମାଇଲଖୁଣ୍ଟ ସାବ୍ୟସ୍ତ ହେବାକୁ ଯାଉଛି । ଏହି ଅତ୍ୟାଧୁନିକ ରକେଟ୍କୁ ହାଇଦ୍ରାବାଦର ପ୍ରସିଦ୍ଧ ସ୍ପେସ୍-ଟେକ୍ ଷ୍ଟାର୍ଟଅପ୍ କମ୍ପାନୀ 'ସ୍ପାଇରୁଟ୍ ଏରୋସ୍ପେସ୍' ପ୍ରସ୍ତୁତ କରିଛି । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ରକେଟ୍ ଭାରତୀୟ ଇଞ୍ଜିନିୟରମାନଙ୍କ ଦକ୍ଷତାର ପ୍ରମାଣ ଦେଉଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।