ଓଡ଼ିଶା: ଆଜିର ଫଟୋ (୨୮ ଜୁଲାଇ, ୨୦୨୬)

Jul 28, 2026 - 22:23
ଓଡ଼ିଶା: ଆଜିର ଫଟୋ (୨୮ ଜୁଲାଇ, ୨୦୨୬)

ରଥଯାତ୍ରା ଶେଷ ପରେ ରଥରୁ ଚାରମାଳ, ଘୋଡ଼ା ଓ ସାରଥୀଙ୍କୁ ଖୋଲାଯାଇଛି

ରବୀନ୍ଦ୍ର ମଣ୍ଡପରେ ‘ମଦର ପରିବାର’ ପକ୍ଷରୁ ପ୍ରଯୋଜିତ ନାଟକରେ ବାବାସାହେବ ଆମ୍ବେଦକରଙ୍କ ଜୀବନୀକୁ କଳାକାରମାନେ ମଞ୍ଚସ୍ଥ କରିଛନ୍ତି

ପୁରୀଘାଟ ଦେବୀଗଡ଼ ଦେଇ କାଠଯୋଡ଼ି ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି

 

📲 Follow Dharitri – Odisha’s No.1 Odia Daily 📰✨

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।