Nepal flood: ନେପାଳ ବନ୍ୟା; ଓଡ଼ିଶା ନିବାସ ପକ୍ଷରୁ ହେଲପ୍‌ଲାଇନ ନମ୍ବର ଜାରି

Aug 26, 2026 - 23:07
Nepal flood: ନେପାଳ ବନ୍ୟା; ଓଡ଼ିଶା ନିବାସ ପକ୍ଷରୁ ହେଲପ୍‌ଲାଇନ ନମ୍ବର ଜାରି

"ଭୁବନେଶ୍ବର: ପଡୋଶୀ ନେପାଳରେ ଆଜି ଦେଖାଯାଇଥିବା ବିପର୍ଯ୍ୟୟ ପାଇଁ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସ ପକ୍ଷରୁ ହେଲ୍‌ପଲାଇନ୍‌ ନମ୍ବର ଜାରି କରାଯାଇଛି।

ବୁଧବାର ଦିନ ଭୟଙ୍କର ଆକସ୍ମିକ ବନ୍ୟାରେ ଶତାଧିକ ଭାରତୀୟ ନିଖୋଜ ଥିବା ମିଳିଥିବା ସୂଚନା ଅନୁସାରେ ଜଣାପଡ଼ିଛି।

ଏଥିପାଇଁ ବିପଦରେ ଏବଂ ସହାୟତା ଆବଶ୍ୟକ କରୁଥିବା  ଓଡ଼ିଶାର ବ୍ୟକ୍ତିବିଶେଷଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇଦେବା ପାଇଁ ଓଡ଼ିଶା ନିବାସ ପକ୍ଷରୁ ଏକ ୨୪x୭ (୨୪ ଘଣ୍ଟିଆ) କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି।

Advertisment ନୂଆଦିଲ୍ଲୀସ୍ଥିତ ଓଡିଶା ସରକାରଙ୍କ ମୁଖ୍ୟ ମୁଖ୍ୟ ଆବାସିକ କମିସନରଙ୍କ କାର୍ଯ୍ୟାଳୟ ବିଜ୍ଞପ୍ତି ଅନୁସାରେ ସହାୟତା ପାଇଁ ୨୪x୭ କଣ୍ଟ୍ରୋଲ ରୁମ୍‌ ନମ୍ବର ଜାରି କରାଯାଇଛି।

ସହାୟତା ନମ୍ବର ଗୁଡ଼ିକ ହେଲା ୦୧୧-୨୩୦୧୨୮୦୭/ ୭୪୨୮୧୩୫୦୪୪/ ୮୫୨୭୫୮୦୨୪୫।

ବୈଦେଶିକ ମନ୍ତ୍ରଣାଳୟ ହେଲ୍ପଲାଇନ୍ ନମ୍ବର +୯୭୭ ୯୮୫୧୩୧୬୮୦୭ ଓ +୯୭୭ ୯୭୦୯୧୦୭୫୦୦।

Nepal Flood: ନେପାଳ-ଚୀନ୍ ସୀମାରେ ଧ୍ୱଂସଲୀଳା, ୪୦ କିମି ରାସ୍ତା ଓ ୧୯ଟି ସେତୁ ଭାସିଗଲା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)