'NEET Paper Leak Is a Grave Sin': PM Modi Vows Strictest Action Against Accused
'#NEET_ପେପର୍_ଲିକ୍_ମହାପାପ'
NEET ପ୍ରଶ୍ନପତ୍ର ଲିକ୍ ଏକ ମହାପାପ । ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜି ଏମିତି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନଡିଏ ସଂସଦୀୟ ଦଳ ବୈଠକ 'ମଙ୍ଗଳ ମିଳନ'ରେ ନିଟ୍ ପ୍ରସଙ୍ଗରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରଶ୍ନପତ୍ର ଲିକ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ମାମଲାରେ ୧୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପେପର୍ ଲିକ୍ ରୋକିବା ଏକ ଜାତୀୟ ଦାୟିତ୍ୱ ବୋଲି ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ । ଏକ ସୁରକ୍ଷିତ ଓ ସ୍ୱଚ୍ଛ ପରୀକ୍ଷା ବ୍ୟବସ୍ଥା ପାଇଁ ମିଳିତ ଉଦ୍ୟମ କରିବାକୁ ନିବେଦନ କରିଛନ୍ତି। 'ମଙ୍ଗଳ ମିଳନ' ବୈଠକ ପରେ ଏହି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ୍ ରିଜିଜୁ।
#NEETPaperLeak#PMModi#NEETScam#NarendraModi#EducationNews#NEETUG#ExamSecurity#BreakingNews#OdishaTV#OTV
Prime Minister Narendra Modi has termed the NEET paper leak a "grave sin" and vowed the strictest action against those responsible. Speaking during the NDA Parliamentary Party's 'Mangal Milan' meeting, the Prime Minister said that everyone involved in the question paper leak would face stringent legal action. He stressed that preventing paper leaks is a national responsibility and called for collective efforts to ensure a secure and transparent examination system. According to the information shared after the meeting by Parliamentary Affairs Minister Kiren Rijiju, 13 accused have been arrested in connection with the case.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।