Naveen Patnaik Seeks Dharmendra Pradhan's Resignation; BJP Hits Back

Jul 22, 2026 - 00:17
Naveen Patnaik Seeks Dharmendra Pradhan's Resignation; BJP Hits Back

#ନବୀନଙ୍କ_ବୟାନ #ବିଜେପିର_କାଉଣ୍ଟର
ନିଟ୍ ବିବାଦ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବଡ଼ ବୟାନ । ଦାବି କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା। ନବୀନ ଆଜି ଦିଲ୍ଲୀ ଗସ୍ତରେ ଥିବା ବେଳେ ଦଳୀୟ ସାଂସଦ ସହ ଆଲୋଚନା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ସେପଟେ ଏହାର ଜବାବ ରଖି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ପୂର୍ବ ବିଜେଡି ସରକାରରେ ବହୁ କେଳେଙ୍କାରୀ ହୋଇଛି। ଚିଟଫଣ୍ଡଠାରୁ ଆରମ୍ଭ କରି ପ୍ରଶ୍ନପତ୍ର ଲିକ୍ ପର୍ଯ୍ୟନ୍ତ ବହୁ ଦୁର୍ନୀତି ସରକାରଙ୍କୁ ଗ୍ରାସ କରିଥିଲା। ସରକାରୀ କ୍ଷେତ୍ରରେ ନିଯୁକ୍ତି ପ୍ରକ୍ରିୟା ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ରାଜ୍ୟରେ ଯେଉଁ ସ୍ଥିତି ଥିଲା, ତାକୁ ସଜାଡିବାକୁ ବର୍ଷେରୁ ଦେଢବର୍ଷ ଲାଗିଗଲା। ଏଭଳି ଶାସନ ଦେଉଥିବା ବ୍ୟକ୍ତି ସୁଶାସନର ଦ୍ବାହି ଦେବେ। ପ୍ରଧାନମନ୍ତ୍ରୀ ଏବାବଦରେ ସ୍ପଷ୍ଟ କରିସାରିଛନ୍ତି, ବିରୋଧୀଙ୍କ ପାଖରେ ଇସ୍ୟୁ ନାହିଁ’ ବୋଲି କହିଛନ୍ତି ମନ୍ତ୍ରୀ।
#NaveenPatnaik#DharmendraPradhan#NEET#BJD#BJP#OdishaPolitics#PoliticalNews#BreakingNews#OdishaTV#OTV

BJD president and Leader of the Opposition Naveen Patnaik has demanded the resignation of Union Education Minister Dharmendra Pradhan over the NEET controversy. Speaking during his visit to New Delhi after meeting party MPs, Naveen raised questions over the handling of the issue. Responding to the demand, Odisha Law Minister Prithviraj Harichandan hit back, alleging that the previous BJD government was plagued by several scams, ranging from the chit fund scam to question paper leaks. He said the current government has spent over a year addressing the situation inherited from the previous regime and added that the Prime Minister has already clarified the Centre's stand, accusing the Opposition of lacking real issues.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।