Dharmendra Pradhan Slams Rahul Gandhi, Accuses Congress of Politicising Students

Jul 22, 2026 - 00:17
Dharmendra Pradhan Slams Rahul Gandhi, Accuses Congress of Politicising Students

#କଂଗ୍ରେସ_ଉପରେ_ବର୍ଷିଲେ_ଧର୍ମେନ୍ଦ୍ର_ପ୍ରଧାନ
ରାହୁଲ ଏବଂ କଂଗ୍ରେସ ଉପରେ କଡା ଭାଷାରେ ବର୍ଷିଛନ୍ତି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଂସଦର ମୌସୁମୀ ଅଧିବେଶନ ସମୟରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ରାଜନୈତିକ ହାତବାରିସି ଭାବରେ ବ୍ୟବହାର କରିବା ଅତ୍ୟନ୍ତ ଲଜ୍ଜାଜନକ। ସରକାର ବ୍ୟାପକ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିବା ପରେ ମଧ୍ୟ କଂଗ୍ରେସ ଗଣତାନ୍ତ୍ରିକ ବିତର୍କ ବଦଳରେ ରାଜନୈତିକ ନାଟକବାଜିକୁ ବାଛିଛି। କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ଧାରଣା ଦେଇ ଜନସାଧାରଣଙ୍କ ପାଇଁ ଅସୁବିଧା ସୃଷ୍ଟି କରିବା ସହ ସୁରକ୍ଷା ନିୟମକୁ ଅବମାନନା କରିଛି। ସେମାନଙ୍କର ଉଦ୍ଦେଶ୍ୟ କେବେ ବି ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ନଥିଲା, ବରଂ ରାଜନୈତିକ ହେଡଲାଇନ୍ସ ହାସଲ କରିବା ପାଇଁ ବିଶୃଙ୍ଖଳା ସୃଷ୍ଟି କରିବା ଲକ୍ଷ୍ୟ ଥିଲା ବୋଲି ଧର୍ମେନ୍ଦ୍ର କହିଛନ୍ତି।
#DharmendraPradhan#RahulGandhi#Congress#ParliamentMonsoonSession#NEETRow#IndianPolitics#EducationNews#PoliticalNews#OdishaNews#BJP#OTV

Union Education Minister Dharmendra Pradhan launched a sharp attack on Rahul Gandhi and the Congress, accusing them of using students as political tools to create disruption during the Monsoon Session of Parliament.

Pradhan said the government was ready for a comprehensive discussion on the issue, but the Congress chose political drama over democratic debate. He also alleged that the party's protest outside the Prime Minister's residence caused inconvenience to the public and violated security protocols. According to the Union Minister, the Congress was more interested in grabbing political headlines than addressing students' concerns.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।