National Highway: ଜାତୀୟ ରାଜପଥରେ ବନ୍ୟା ଭଳି ପରିସ୍ଥିତି, ଯାତ୍ରୀବାହୀ ବସ୍ ଓ ପିକଅପ୍ ଭ୍ୟାନ ବୁଡ଼ିଲା

Jul 16, 2026 - 08:31
National Highway: ଜାତୀୟ ରାଜପଥରେ ବନ୍ୟା ଭଳି ପରିସ୍ଥିତି, ଯାତ୍ରୀବାହୀ ବସ୍ ଓ ପିକଅପ୍ ଭ୍ୟାନ ବୁଡ଼ିଲା

"ଓଡ଼ାପଡ଼ା: ଢେ଼ଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥଚିନ୍ତା ପୋଖରୀ ଛକ ନିକଟରେ ଏଵଂ ନଵ ଲିମିଟେଡ କାରଖାନା ନିକଟରେ ଜାତୀୟ ରାଜପଥରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାଯାଇଛି।

ଏଥିଯୋଗୁଁ ଗୋଟିଏ ଯାତ୍ରୀବାହୀ ବସ୍ ସହିତ ସମ୍ବାଦ ପିକଅପ୍ ଭ୍ୟାନ ବୁଡ଼ି ରହିଛି।Advertisment ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ଖଵର ପାଇ ହିନ୍ଦୋଳ ରୋଡ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି।

Development Project: ୪୦ କୋଟିରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ କଲେ ବିଧାୟକ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।