Midnight Hostel Unrest: କଲେଜ ହଷ୍ଟେଲରେ ରାତିଅଧିଆ ହଙ୍ଗାମା, ଜୁନିୟର-ସିନିୟର ମୁହାଁମୁହିଁ

Jul 29, 2026 - 14:29
Midnight Hostel Unrest: କଲେଜ ହଷ୍ଟେଲରେ ରାତିଅଧିଆ ହଙ୍ଗାମା, ଜୁନିୟର-ସିନିୟର ମୁହାଁମୁହିଁ

କଲେଜ ହଷ୍ଟେଲରେ ରାତିଅଧିଆ ହଙ୍ଗାମା । ଜୁନିୟର-ସିନିୟର ମୁହାଁମୁହିଁ । ଜଟଣୀ ଗଙ୍ଗପଡ଼ା ସ୍ଥିତ ଏକ ଘରୋଇ +୨ କଲେଜରୁ ଆସିଛି ରାଗିଂ ଅଭିଯୋଗ। +୨ ପ୍ରଥମ ବର୍ଷର ଛାତ୍ରଙ୍କ ଉପରେ ଦ୍ୱିତୀୟ ବର୍ଷର କିଛି ଛାତ୍ର ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଗତକାଲି ବିଳମ୍ବିତ ରାତିରେ ହଷ୍ଟେଲ ଭିତରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ହୋଇଥିଲା ତୁମୁଳ ଗଣ୍ଡଗୋଳ। ମାରପିଟରେ ୧୦ରୁ ଅଧିକ ଛାତ୍ର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।

ଘଟଣା ପରେ କଲେଜ ପରିସରରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ମୁତୟନ କରାଯାଇଛି। ଇନଫୋଭ୍ୟାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

କଲେଜ ହଷ୍ଟେଲରେ ରାତିଅଧିଆ ହଙ୍ଗାମା
ଜୁନିୟର-ସିନିୟର ମୁହାଁମୁହିଁ
ଜଟଣୀର ଏକ ଘରୋଇ +2 କଲେଜରେ ରାଗିଂ ଅଭିଯୋଗ
+2 ପ୍ରଥମ ବର୍ଷର ଛାତ୍ରଙ୍କ ଉପରେ ଆକ୍ରମଣ ଅଭିଯୋଗ
ଦ୍ୱିତୀୟ ବର୍ଷର କିଛି ଛାତ୍ର ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ
୧୦ରୁ ଅଧିକ ଛାତ୍ର ଆହତ, ମେଡିକାଲରେ ଭର୍ତ୍ତି
କଲେଜ ପରିସରରେ ଉତ୍ତେଜନା, ପୋଲିସର ତଦନ୍ତ   

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।