Massive Fire Breaks Out: ହେଲଥ୍ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ; ଲକ୍ଷାଧିକ ଟଙ୍କାର ଔଷଧ ପୋଡ଼ି ପାଉଁଶ

Jun 26, 2026 - 19:16
Massive Fire Breaks Out:  ହେଲଥ୍ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ; ଲକ୍ଷାଧିକ ଟଙ୍କାର ଔଷଧ ପୋଡ଼ି ପାଉଁଶ

ଜଳିଗଲା ମେଡ଼ିସିନ ଷ୍ଟୋର ଓ ହେଲଥ କେୟାର ସେଣ୍ଟର। ଭୁବନେଶ୍ୱର ଶିରିପୁର ସ୍ଥିତ ଏକ ମେଡିକାଲ ହେଲଥ କେୟାର ବିଲଡିଂ ରେ ଅଗ୍ନିକାଣ୍ଡ। ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀର ୩ଟି ଗାଡି ନିୟୋଜିତ ହୋଇଥିଲେ। ଲକ୍ଷ ଲକ୍ଷ ଟଙ୍କାର ମେଡ଼ିସିନ ଓ ଅନ୍ୟ ଉପକରଣ ପୋଡି ପାଉଁଶ ହୋଇଯାଇଛି।

  • ହେଲଥ କେୟାର ସେଣ୍ଟରରେ ନିଆଁ
  • ଭୁବନେଶ୍ୱର ଶିରିପୁରରେ ଥିବା ହେଲଥ୍ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ
  • ଜଳିଗଲା ମେଡିସିନ ଷ୍ଟୋର, ଲକ୍ଷାଧିକ ଟଙ୍କାର ଔଷଧ ପୋଡ଼ି ପାଉଁଶ
  • ନିଆଁ ଲିଭାଇବା କାର୍ଯ୍ୟରେ ୩ଟି ଅଗ୍ନିଶମ ଗାଡ଼ି ନିୟୋଜିତ