29 JULY 2026

Welcome!

Unlock your personalized experience.
Sign Up

Maoist Arrested: ୧କୋଟି ଟଙ୍କାର ପୁରସ୍କାର...୧୫୦ରୁ ଅଧିକ ମାମଲା; କିଏ ଦେଶର ଶେଷ ନକ୍ସଲ ମିଶିରି ବେସରା ?

Jul 29, 2026 - 08:21
Maoist Arrested: ୧କୋଟି ଟଙ୍କାର ପୁରସ୍କାର...୧୫୦ରୁ ଅଧିକ ମାମଲା; କିଏ ଦେଶର ଶେଷ ନକ୍ସଲ ମିଶିରି ବେସରା ?

ନୂଆଦିଲ୍ଲୀ,୨୯/୦୭: ନକ୍ସଲ ବିରୋଧୀ ଅପରେସନରେ ସୁରକ୍ଷା ବିହାନୀକୁ ବଡ଼ ସଫଳତା ମିଳିଛି । ମୋଷ୍ଟ ୱାଣ୍ଟେଡ୍ କେନ୍ଦ୍ରୀୟ କମିଟି ସଦସ୍ୟ ନକ୍ସଲ ମିଶିର ବେସରା ଗିରଫ ହୋଇଛି । ଓଡ଼ିଶା, ବିହାର ଏବଂ ଝାଡ଼ଖଣ୍ଡ ରାଜ୍ୟର ମାଓ କମାଣ୍ଡର ଥିଲା ମିଶିରି । ନାମରେ ୧୫୦ରୁ ଅଧିକ ମାମଲା ରହିଥିଲା । ମୁଣ୍ଡ ଉରେ ୧ କୋଟି ଟଙ୍କାର ପୁରସ୍କାର ଥିଲା ।  ଧାନବାଦ-ଗିରିଡିହ ସୀମାରୁ ନକ୍ସଲ ମିଶିର ବେସରା  ଆରେଷ୍ଟ କରାଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।