Man Swept Away: ଭାସ୍କେଲ ନଦୀରେ ଭାସିଯାଇ ଜଣେ ବ୍ୟକ୍ତି ନିଖୋଜ, ୨ ଦିନ ହେଲାଣି ଅଗ୍ନିଶମ ବାହିନୀର ଅପରେସନ ଜାରି

Sep 20, 2026 - 14:07
Man Swept Away: ଭାସ୍କେଲ ନଦୀରେ ଭାସିଯାଇ ଜଣେ ବ୍ୟକ୍ତି ନିଖୋଜ, ୨ ଦିନ ହେଲାଣି ଅଗ୍ନିଶମ ବାହିନୀର ଅପରେସନ ଜାରି

"କୋଷାଗୁମୁଡା/କୋଡିଙ୍ଗା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଭାସ୍କେଲ ନଦୀର ଖଗୁଗୁଡା ଘାଟରେ ଏକୋରୀ ଗ୍ରାମକୁ ଆସୁଥିବା ବେଳେ ସନ୍ଧ୍ୟା ସମୟରେ ଜଣେ ବ୍ୟକ୍ତି ଭାସିଯାଇଥିଲା।

ବ୍ୟକ୍ତି ଜଣଙ୍କ ଏକୋରୀ ଗ୍ରାମର ହରି ଭତ୍ରା (୪୫)।

ସୂଚନା ଅନୁସାରେ ଗତ କାଲି ହରି ଭତ୍ରା କୌଣସି କାମରେ ନଦୀ ଆର ପାରିରେ ଥିବା ସାନଗୁମୁଡା ଗ୍ରାମକୁ ଯାଇ ସନ୍ଧ୍ୟା ସମୟରେ ଏକୋରୀ ଗ୍ରାମକୁ ଫେରୁଥିଲା।

Advertisment ନଦୀ ପାରି ହେବାବେଳେ ଭାସିଗଲେ ବ୍ୟକ୍ତି ଭାସ୍କେଲ ନଦୀର ଖଗୁଗୁଡା ଘାଟ ପାର ହେଉଥିବା ବେଳେ ପାଣିର ସ୍ରୋତରେ ଭାସି ଯାଇଥିବା ପରିବାର ଲୋକ କୋଷାଗୁମୁଡା ଅଗ୍ନିଶମ ବାହିନୀକୁ ଖବର ବେଇଥିଲେ।

ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ବୋଟ ସାହାଯ୍ୟରେ ନଦୀରେ ଖୋଜିବାର କିଛି ସମୟ ପରେ ଘଡ଼ଘଡ଼ି, ବର୍ଷା ପବନ ହେବାରୁ ଖୋଜିବା ଅସମ୍ଭବ ହୋଇଥିଲା।

ପୁଣି ଆଜି ସକାଳୁ ଖୋଜିବା ଆରମ୍ଭ ଚାଲିଛି।

ଏପଟେ ପରିବାର ଲୋକ ଚିନ୍ତାରେ ଅଛନ୍ତି।

ଖବର ଲେଖା ହେବା ସୁଦ୍ଧା ଅଗ୍ନିଶମ ବିଭାଗ ତରଫରୁ ଅପରେସନ ଚାଲୁ ରହିଛି।

ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ପ୍ରଶାସକ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)