Malabar: ମାଲାବାର ସୌଭାଗ୍ୟନଗର ଷ୍ଟୋର୍ରେ ଆର୍ଟିଷ୍ଟ୍ରି ସୋ
"ଭୁବନେଶ୍ବର: ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ର ସ୍ଥାନୀୟ ସୌଭାଗ୍ୟନଗର ଷ୍ଟୋର୍ରେ ଚଳିତମାସ ୧୭ ତାରିଖରୁ ଆର୍ଟିଷ୍ଟ୍ରି ସୋ ଆରମ୍ଭ ହୋଇଛି।
ଉକ୍ତ ଗହଣା ପ୍ରଦର୍ଶନୀରେ ହାତ ତିଆରି ଗହଣାର ସୂକ୍ଷ୍ମ କାରୁକାର୍ଯ୍ୟ ପ୍ରଦର୍ଶିତ ହୋଇଛି।
ସେଥିରେ ଉଭୟ ପାରମ୍ପରିକ ଓ ସମସାମୟିକ ଡିଜାଇନ୍ ରହିଛି।
ଉକ୍ତ ସୋକୁ ଦନ୍ତ ଚିକିତ୍ସକ ତଥା ସ୍ଥିତସ୍ ଆସଥେଷ୍ଟିକ୍ସର ପ୍ରତିଷ୍ଠାତା ଡା.
ସ୍ଥିତ ପ୍ରଜ୍ଞା ବେହେରା ଶୁଭାରମ୍ଭ କରିଛନ୍ତି।Advertisment ଆମେ ଅତ୍ୟନ୍ତ ଆନନ୍ଦିତ:ଏମ୍ପି ଅହମ୍ମଦ ଏହି ଅବସରରେ ମାଲାବାରର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ପ୍ରଦର୍ଶନୀରେ ଥିବା ପ୍ରତ୍ୟେକ ଗହଣା ସ୍ବତନ୍ତ୍ର।
ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଚାଲିବ।
ଏହି ପରିପ୍ରେକ୍ଷୀରେ ମାଲାବାର ଗ୍ରୁପ୍ର ଅଧ୍ୟକ୍ଷ ଏମ୍ପି ଅହମ୍ମଦ କହିଛନ୍ତି ଯେ ସୌଭାଗ୍ୟନଗର ସୋରୁମ୍ରେ ଆର୍ଟିଷ୍ଟ୍ରି ସୋ ଆରମ୍ଭ କରି ଆମେ ଅତ୍ୟନ୍ତ ଆନନ୍ଦିତ।
ସହରର ଗହଣା କ୍ରେତାମାନେ ଏସବୁ ଗହଣାର ଅନୁଭୂତି ନେଇପାରିବେ।
Gold-Silver Price Hike: ସୁନା, ରୁପା ଦର ବଢ଼ିଲା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
