Madhuri Dixit: ଭଲପାଉଥିଲେ କିନ୍ତୁ ବିବାହ କରିବାକୁ ଚାହୁଁନଥିଲେ

Aug 04, 2026 - 09:19
Madhuri Dixit: ଭଲପାଉଥିଲେ କିନ୍ତୁ ବିବାହ କରିବାକୁ ଚାହୁଁନଥିଲେ

"ବଲିଉଡ୍ର ଧକ୍ ଧକ୍ ଗର୍ଲ ଭାବେ ପରିଚିତ ମାଧୁରୀ ଦୀକ୍ଷିତ।

୯୦ ଦଶକରେ ସେ ବଲିଉଡ୍ ଇଣ୍ଡଷ୍ଟ୍ରିର ସବୁଠୁ ଲୋକପ୍ରିୟ ଓ ସଫଳ ଅଭିନେତ୍ରୀ ଥିଲେ।

ତାଙ୍କର ଗୋଟିଏ ଝଲକ ପାଇଁ ଦର୍ଶକମାନଙ୍କ ମଧ୍ୟରେ ଥିଲା ପ୍ରବଳ ଉତ୍ସାହ।

କିନ୍ତୁ ବଲିଉଡ୍ର ଏହି ନାମୀଦାମୀ ଅଭିନେତ୍ରୀ ବଲିଉଡ ହିରୋ ଦତ୍ତ ସାହେବଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ।

ସେତେବଳେ ଦୁହେଁ ବିବାହ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା।

କିନ୍ତୁ ହଠାତ୍ ସବୁକିଛି ବଦଳିଗଲା।

ଯେଉଁ ସମ୍ପର୍କକୁ ନେଇ ଏତେ ଆଲୋଚନା ହେଉଥିଲା ତାହା ଭାଙ୍ଗି ଯାଇଥିଲା।

ତେବେ ଏପରି କାହିଁକି ହୋଇଥିଲା?

କାହିଁକି ଏହି ସୁପରଷ୍ଟାରଙ୍କ ସଂପର୍କ ଭାଙ୍ଗି ଯାଇଥିଲା ?

ଆସନ୍ତୁ ୯୦ ଦଶକର ଚର୍ଚ୍ଚିତ ଏହି ପ୍ରେମ କାହାଣୀ ବିଷୟରେ ଜାଣିବା।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।