Love, Betrayal & HIV: Woman Alleges Marriage Fraud, Unsafe Sex; Seeks Justice
'#ମୋ_ସହ_ସଂପର୍କ_ରଖି...'
ଲଭ୍, ସେକ୍ସ, ଧୋକା ଶିକାର ହେଲେ ପୀଡିତା!! ଅସୁରକ୍ଷିତ ଯୌନ ସମ୍ପର୍କ ଓ ପ୍ରତାରଣା ଅଭିଯୋଗରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ HIV ସଂକ୍ରମିତ ଯୁବତୀ । ଜନୈକ ଏଡ୍ସ୍ ପୀଡିତ ଯୁବକ ସଂମ୍ପୃକ୍ତ ପୀଡିତାଙ୍କୁ ବିବାହର ପ୍ରତିଶୃତି ଦେଇ ଅସୁରକ୍ଷିତ ଯୌନ ସମ୍ପର୍କ ସ୍ଥାପନ କରିଥିଲେ । ପରେ ଯୁବତୀଙ୍କୁ ଏଡ୍ସ୍ ସଂକ୍ରମଣ ବ୍ୟାପିଥିବା ଜାଣିବା ପରେ ଯୁବତୀ ଜଣକ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ହେଲେ, ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ସହିତ ଯୁବତୀ ଜଣଙ୍କୁ ପ୍ରତାରଣା କରୁଥିବା ଅଭିଯୋଗ କରିଛନ୍ତି ପୀଡିତା ।
#HIVAwareness#WomenSafety#LegalAction#PublicHealth#OdishaNews#HealthNews#JusticeForWomen#SocialAwareness#OdishaTV#OTV
An HIV-positive woman has approached the District Collector, alleging that an HIV-positive man promised to marry her before engaging in unprotected sexual relations without disclosing his HIV status. She claims that after she contracted HIV, the accused refused to marry her.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।