Lord Jagannath’s Health Ritual: ମହାପ୍ରଭୁଙ୍କ ଆରୋଗ୍ୟ ପାଇଁ ସ୍ୱତନ୍ତ୍ର ନୀତି, ଶ୍ରୀଅଙ୍ଗରେ ଗୁପ୍ତ ଔଷଧୀୟ ପ୍ରଲେପ ଲାଗି

Jul 13, 2026 - 19:03
Lord Jagannath’s Health Ritual: ମହାପ୍ରଭୁଙ୍କ ଆରୋଗ୍ୟ ପାଇଁ ସ୍ୱତନ୍ତ୍ର ନୀତି, ଶ୍ରୀଅଙ୍ଗରେ ଗୁପ୍ତ ଔଷଧୀୟ ପ୍ରଲେପ ଲାଗି

ଶ୍ରୀମନ୍ଦିରରେ ଆଜି ହୋଇଛି ଖଳି ବିଜେ ନୀତି। ମହାପ୍ରଭୁଙ୍କ ରଥଯାତ୍ରା ପୂର୍ବରୁ ଅଣସର ଅବସ୍ଥାରେ 'ଖଳିବିଜେ' ବା 'ଖଳିଲାଗି' ନୀତି ଅନୁଷ୍ଠିତ ହୋଇଥାଏ। ସ୍ନାନ ପୂର୍ଣ୍ଣିମା ପରେ ଜ୍ୱରରେ ପୀଡ଼ିତ ଥିବା ଠାକୁରଙ୍କ ଶ୍ରୀଅଙ୍ଗ ଆରୋଗ୍ୟ ପାଇଁ ଏହି ସ୍ୱତନ୍ତ୍ର ଓ ଗୁପ୍ତ ଔଷଧୀୟ ପ୍ରଲେପ ଲାଗି କରାଯାଇଥାଏ।

ଘଣ୍ଟ, ଛତା, କାହାଳି ସହ ଏହି ଖଳି ପ୍ରସାଦକୁ ଶୁଦ୍ଧ ସୁଆରଙ୍କ ଘରୁ ମନ୍ଦିରକୁ ବିଜେ କରାଯାଇଥାଏ। ଏହାକୁ ଦଇତାପତି ସେବକମାନେ ଅଣସର ଗୃହରେ ଅତି ଗୋପନୀୟ ଭାବରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରନ୍ତି। .... 

ଶ୍ରୀମନ୍ଦିରରେ ଖଳି ବିଜେ ନୀତି
ମହାପ୍ରଭୁଙ୍କ ଆରୋଗ୍ୟ ପାଇଁ ସ୍ୱତନ୍ତ୍ର ନୀତି
ଶ୍ରୀଅଙ୍ଗରେ ଗୁପ୍ତ ଔଷଧୀୟ ପ୍ରଲେପ ଲାଗି
ଶୁଦ୍ଧ ସୁଆରଙ୍କ ଘରୁ ମନ୍ଦିରକୁ ବିଜେ କରାଯାଏ ଖଳି ପ୍ରସାଦ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।