Long Jump Silver: ଶ୍ରୀଶଙ୍କରଙ୍କୁ ଲଙ୍ଗ୍‌ଜମ୍ପ୍‌ ରୌପ୍ୟ

Jul 30, 2026 - 10:25
Long Jump Silver: ଶ୍ରୀଶଙ୍କରଙ୍କୁ ଲଙ୍ଗ୍‌ଜମ୍ପ୍‌ ରୌପ୍ୟ

"ଗ୍ଲାସ୍‌ଗୋ: ରାଜ୍ୟଗୋଷ୍ଠୀରେ ଭାରତ ପାଇଁ ଆଉ ଏକ ପଦକ ହାସଲ କରିଛନ୍ତି ମୁରଲୀ ଶ୍ରୀଶଙ୍କର।

ପୁରୁଷ ଲଙ୍ଗ୍‌ଜମ୍ପ୍‌ରେ ସେ ରୌପ୍ୟ ପଦକ ଜିତିଛନ୍ତି।

କ୍ରମାଗତ ଦ୍ୱିତୀୟ ସଂସ୍କରଣରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି।Advertisment ରୌପ୍ୟରେ ସନ୍ତୁଷ୍ଟ ସ୍ୱର୍ଣ୍ଣ ଜିତିବା ପାଇଁ ଶେଷ ପ୍ରୟାସରେ ତାଙ୍କୁ ଜାମାଇକାର ତାଜେ ଗେଲଙ୍କ ୮.୧୫ ମିଟର ଡେଇଁକୁ ଅତିକ୍ରମ କିମ୍ବା ସମକକ୍ଷ କରିବା ଆବଶ୍ୟକ ଥିଲା।

କିନ୍ତୁ ଶେଷ ପ୍ରୟାସରେ ସେ ୭.୯୭ ମିଟର ଡେଇଁ ରୌପ୍ୟରେ ସନ୍ତୁଷ୍ଟ ରହିବାକୁ ପଡ଼ିଲା।

ତାଜେ ଗେଲ ୮.୧୫ ମିଟର ଡେଇଁ ସହ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଆୟୋଜକ ସ୍କଟଲ୍ୟାଣ୍ଡର ମ୍ୟାକେଞ୍ଜି ୮.୦୬ ମିଟର ଡେଇଁ ସହ କାଂସ୍ୟ ପଦକ ହାସଲ କରିଛନ୍ତି।

Neymar Retirement:  ଫୁଟବଲ ଦୁନିଆକୁ ଝଟକା, ଆନ୍ତର୍ଜାତୀୟ ଫୁଟବଲରୁ ଅବସର ନେଲେ ନେମାର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।