Liver Transplantation: ଯକୃତ ପ୍ରତିରୋପଣ‌ରେ ଷ୍ଟାର୍‌ ହସ୍ପିଟାଲ୍‌ର ସଫଳତା

Oct 06, 2026 - 00:26
Liver Transplantation: ଯକୃତ ପ୍ରତିରୋପଣ‌ରେ ଷ୍ଟାର୍‌ ହସ୍ପିଟାଲ୍‌ର ସଫଳତା

"ଭୁବନେଶ୍ବର: ହାଇଦ୍ରାବାଦର ଷ୍ଟାର୍‌ ହସ୍ପିଟାଲ୍‌ ଯକୃତ ପ୍ରତିରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି।

ସବୁ ବର୍ଗର ରୋଗୀଙ୍କ ପାଖରେ ଚିକିତ୍ସା ସୁବିଧା ପହଞ୍ଚାଇବାକୁ ଉଦ୍ୟମ କରାଯାଉଥିବା କମ୍ପାନି ପକ୍ଷରୁ କୁହାଯାଇଛି।Advertisment ଚିକିତ୍ସା ସୁବିଧା ଉପରେ ଆଲୋଚନା ଏକ ସାମ୍ବାଦିକ ସମ୍ମିଳନୀରେ ହସ୍ପିଟାଲ୍‌ର ବରିଷ୍ଠ ଚିକିତ୍ସକ ଡାକ୍ତର ମିଟୁ ଶ୍ରୀନିବାସ ରେଡ୍ଡି ଓ ଡାକ୍ତର ରଘୁରାମ ରେଡ୍ଡି ହସ୍ପିଟାଲରେ ଯକୃତ ପ୍ରତିରୋପଣର ସମସ୍ତ ଦିଗ ଓ ଚିକିତ୍ସା ସୁବିଧା ଉପରେ ଆଲୋଚନା କରିଥିଲେ।

ହସ୍ପିଟାଲ୍‌ର ଯକୃତ ପ୍ରତିରୋପଣ ସଫଳତା ହାର ଓ ହସ୍ପିଟାଲ ଭିତ୍ତିଭୂମି ଉପରେ ‌ସେମାନେ ଆଲୋକପାତ କରିଥିଲେ।

ହସ୍ପିଟାଲ୍‌ରୁ ଭଲ ହୋଇଥିବା କିଛି ରୋଗୀ ନିଜ ଅଭିଜ୍ଞତା ବାଣ୍ଟିଥିଲେ।

Ranks First in Housing Construction ପିଏମଏୱାଇ-(ସହରାଞ୍ଚଳ) ୨.୦ କାର୍ଯ୍ୟାନ୍ବୟନରେ ଓଡ଼ିଶା ପୁରସ୍କୃତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)