Literature: କବିତା ଲୁଟ୍: କବି ନୃସିଂହ ତରାଇଙ୍କ କଲମରୁ ନିଃସୃତ....

Oct 16, 2026 - 18:31
Literature: କବିତା ଲୁଟ୍: କବି ନୃସିଂହ ତରାଇଙ୍କ କଲମରୁ ନିଃସୃତ....

"ଲୁଟ୍ ନୃସିଂହ ତରାଇ ମୁଁ ଆସିବା ବେଳକୁଶେଷ ହେଇ ସାରିଥିଲାସେମାନଙ୍କ ଅଭିସନ୍ଧି-ଉବାଚପୋଖତ ମଗଜର କସରତ।ଦୀର୍ଘମିଆଦି ସୂତ୍ରରେସଜା ଯାଇଥିଲାଇହକାଳ, ପରକାଳର ରୂପରେଖପାପ ପୁଣ୍ୟର ବିଶଦ ବ୍ରହ୍ମାଣ୍ଡଅମୃତ ଓ ବିଷର ଭାଗୀଦାର।Advertisment ଆହୁରି ପଢ଼ନ୍ତୁ- Hyundai: ଏର୍ଟିଗା ଓ କ୍ୟାରେନ୍ସକୁ ଟକ୍କର ଦେବାକୁ ଆସୁଛି ହୁଣ୍ଡାଇର ନୂତନ ୭-ସିଟର ଏମପିଭି 'ନେଇରା' ସତକୁ ସତ ମୋ ଭାଗରେ ପଡ଼ିଛିସବୁତକ ପଚାମାଛଅପନ୍ତରା ରାସ୍ତାଅଳିଆ ଆବର୍ଜନା!ସେମାନେ ଲୁଟି ନେଇଥିଲେ ଘରଲୁଟି ନେଇଥିଲେ କ୍ଷେତଲୁଟି ନେଇଥିଲେ ପାଣି ପବନ ବିଶ୍ୱାସ।

ଫରକ କେଉଁଠି ଥିଲାରାତି ନା ଦିନସକାଳ ନା ସନ୍ଧ୍ୟାନା ଉଦୁଉଦିଆ ଦ୍ୱିପ୍ରହର?

ଆହୁରି ପଢ଼ନ୍ତୁ- Jantar Mantar: ତ୍ରିରଙ୍ଗା ଯାତ୍ରା ପୂର୍ବରୁ ଦୀପ୍‌କେଙ୍କୁ ଅଟକ ରଖିଲା ଦିଲ୍ଲୀ ପୁଲିସ ଜାଣି ସାରିଥିଲିଫେରିବନି ଲୁଟ୍‌ର ପ୍ରିୟ ଆସବାବପତ୍ର,ବିଭାନରେ ଥିବା ମାନସିକ ପଇସାଓ ସ୍ତ୍ରୀର ଗହଣା।ଯେମିତି ବହୁଥିଲା ଲୁଟ୍‌ର ଖର ନଦୀନଦୀରେ ଭାସି ଯାଉଥିଲାଅସହାୟ ଜୀବନବୀଥିକାମଣିଷମାନଙ୍କର ମେହେନତ,ସ୍ୱାଭିମାନର ପ୍ରିୟ ଘର।

ଲୁଟ୍‌ର ରାତିମାନେକେବେ କେବେ ଖୋଜୁଥାନ୍ତିଆହୁରି ଅନ୍ଧାର ଆହୁରି ଔଦ୍ଧତ୍ୟ, ଅବୈଧ ଅଭିସନ୍ଧିର ପଶାପାଲିରେକଚେ ପୋ ବା"ର।

ମୋ: ୭୯୭୮୩୮୧୨୧୩ ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)