Literature: କବିତା ଅନୁଭବର ଚିତ୍ରକର: କବି ଅମିୟ ମହାନ୍ତିଙ୍କ କଲମରୁ ନିଃସୃତ...

Aug 21, 2026 - 21:22
Literature: କବିତା ଅନୁଭବର ଚିତ୍ରକର: କବି ଅମିୟ ମହାନ୍ତିଙ୍କ କଲମରୁ ନିଃସୃତ...

"ଅନୁଭବର ଚିତ୍ରକର  ଅମିୟ ମହାନ୍ତି ରଙ୍ଗିନ ସ୍ବପ୍ନ ଯଦି ଦୁର୍ଘଟଣାର ଶିକାର ହୋଇ ଚୂର୍‌ମାର ହୋଇଯାଏ ଦୁଃଖ ନାହିଁ ମୋରସମୟ ଯଦି ମୋଠୁ ମୋର ଭଲପାଇବାକୁ ଛଡ଼େଇନିଏ ତଥାପି ଭାଙ୍ଗି ପଡ଼ିବିନି, ଏହା ମୋ ପାଇଁ ଅଗ୍ନିପରୀକ୍ଷା, ଅତୁଟ ସମ୍ପର୍କଅନୁଭବ ଓ ସ୍ବପ୍ନ ଏମିତି ଏକ ଉପାଦାନ ଯାହାକୁ ସୀମା ଭିତରେ ଆବଦ୍ଧ କରିହୁଏନାଥରେ ମଧୁର ସମ୍ପର୍କ ଯୋଡ଼ି ହୋଇଗଲେ ମନରୁ ଲିଭେଇ ହୁଏନାAdvertisment ଆହୁରି ପଢ଼ନ୍ତୁ- RIDF Project Review ଆର୍‌ଆଇଡିଏଫ୍‌ ପ୍ରକଳ୍ପ ସମୀକ୍ଷା: ୧୯୨ରୁ ୬୮ ପ୍ରକଳ୍ପ ଅଧୁରା, ପଡ଼ିରହିଛି ୪୦% କାମ ତୁମେ କାହାର ପୂନେଇଁ ଜହ୍ନ ହେଇପାର,କିନ୍ତୁ ମୋ ପାଇଁ ଅର୍ଥହୀନ, ମୋ ପ୍ରିୟ ଅନୁଭବର ତୁମେ ଯେ ଅଭୁଲା ଚିତ୍ରକରତୁମର ପ୍ରତ୍ୟେକଟି ରାସ୍ତା ମୋ ଲକ୍ଷ୍ୟସ୍ଥଳର ଶେଷ ପାହାଚ...

ଯେଉଁଠାରେ ମୁଁ ବଞ୍ଚିବାକୁ ଚାହେ ଆଲିଙ୍ଗନ କରି ମୋର ସ୍ବପ୍ନ, ଅନୁଭବ ଓ ଆଶାକୁ ଏବଂ ପ୍ରତୀକ୍ଷାରେ ଥାଏ ଇନ୍ଦ୍ରଧନୁର।

ମୋ: ୭୫୦୪୯୬୯୬୯୮ ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)