Leopard Found Hanging From Tree: ଗଛ ଉପରେ ଝୁଲୁଛି କଲରାପତରିଆ ବାଘର ମୃତଦେହ; ହତ୍ୟା ନା ଆତ୍ମହତ୍ୟା!
ଗଛରେ ଝୁଲୁଛି ବାଘ। ଗଞ୍ଜାମ କବିସୂର୍ଯ୍ୟନଗର ଜରଡ ଛକ ପାଖ ଏକ ନିମ୍ବ ଗଛରେ ଝୁଲୁଛି କଲରାପତରିଆ ବାଘ ମୃତଦେହ l ବାଘର ମୃତଦେହ ପାଖରେ ଏକ ପଥର ଝୁଲୁଛି। ଏତେ ଉଚ୍ଚାକୁ ବାଘ ଗଲା କେମିତି?
ମୃତ୍ୟୁ କ’ଣ ଗଛ ଉପରେ ଯାଇ ହେଇଛି ନା ତାକୁ କେହି ହତ୍ୟା ପରେ ସେଠି ନେଇ ଝୁଲାଇ ଦେଇଛି ସେ ନେଇ କୌଣସି ସୂଚନା ମିଳିପାରିନି। ତାସହ ଗଛରେ ଝୁଲୁଥିବା ଏକ ବଡ଼ ପଥରକୁ ନେଇ ବି ଅନେକ ସନ୍ଦେହ ସୃଷ୍ଟି ହୋଇଛି। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
- ଗଞ୍ଜାମ କବିସୂର୍ଯ୍ୟନଗରରେ ଚାଞ୍ଚଲ୍ୟ
- ଗଛ ଉପରେ ଝୁଲୁଛି କଲରାପତରିଆ ବାଘର ମୃତଦେହ
- ଗଛ ଉପରେ ଝୁଲୁଛି ବଡ଼ ପଥର
- ବାଘକୁ ହତ୍ୟା ପରେ ଝୁଲାଇ ଦେଇଥିବା ସନ୍ଦେହ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।