Kriti in Controversy: ବିକିନି ପିନ୍ଧି ବିବାଦରେ କ୍ରିତି
"ବିବାଦରେ ବଲିଉଡ୍ ଅଭିନେତ୍ରୀ କ୍ରିତି ସାନୋନ ।
ବିକିନି ପିନ୍ଧି ରାକ୍ଷୀ ପୂର୍ଣ୍ଣିମାର ବିଜ୍ଞାପନ କରୁଥିଲେ ।
ଭୟଙ୍କର ଟ୍ରୋଲିଂର ହେଲେ ଶିକାର ।
ରାକ୍ଷୀ ପୂର୍ଣ୍ଣିମାକୁ ନେଇ ବିବାଦରେ ବଲିଉଡ୍ ଅଭିନେତ୍ରୀ କ୍ରିତି ସାନୋନ୍ ।
ବିଜ୍ଞାପନରେ ତାଙ୍କ ଲୁକ୍କୁ ନେଇ ଏବେ ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା ।
ବିଜ୍ଞାପନରେ କ୍ରିତି ବିକିନି ପିନ୍ଧିଥିବାର ଦେଖିବାକୁ ମିଳିଛି ।
ରାକ୍ଷୀ ଭଳି ଏକ ପାରମ୍ପରିକ ପର୍ବରେ ଅଭିନେତ୍ରୀଙ୍କ ଏଭଳି ଲୁକକୁ ଦେଖି ରାଗିଯାଇଛନ୍ତି ସାଂସଦ କଙ୍ଗନା ।
ସେ ନିଜ ସୋସିଆଲ ମିଡ଼ିଆ ପୋଷ୍ଟରେ କ୍ରିତିଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
