Job In Google: ଖୁସି ଦେଉନି ୮ କୋଟିର ପ୍ୟାକେଜ୍? କାହିଁକି ଗୁଗଲରୁ ଚାକିରି ଛାଡ଼ୁଛନ୍ତି କର୍ମଚାରୀ?
"ନୂଆଦିଲ୍ଲୀ: ଗୁଗଲ...
ଏମିତି ଏକ କମ୍ପାନୀ ଯେଉଁଠି ଚାକିରି କରିବା ପାଇଁ ଅନେକ ଯୁବକ ଯୁବତୀ ସ୍ୱପ୍ନ ଦେଖିଥାଆନ୍ତି।
ଅଫିସରେ ମିଳୁଥିବା ଅତ୍ୟାଧୁନିକ ସୁବିଧା କାରଣରୁ ପ୍ରାୟ ସମସ୍ତେ ଟେକ୍ନୋଲୋଜି କ୍ଷେତ୍ରରେ ନିଜକୁ ଦକ୍ଷ କରି ଗୁଗଲରେ କାମ କରିବା ପାଇଁ ପ୍ରସ୍ତୁତ ହୋଇଥାଆନ୍ତି।
ହେଲେ ଏମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି।
ଯୁବପିଢ଼ି ଗୁଗଲରେ କାମ କରିବାକୁ ସ୍ବପ୍ନ ଦେଖୁଥିବା ବେଳେ ବର୍ଷ ବର୍ଷ ଧରି କାମ କରୁଥିବା କର୍ମଚାରୀମାନେ ଅଫିସ ଛାଡିଦେଉଥିବା ସାମ୍ନାକୁ ଆସିଛି।
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବର୍ଷକୁ ପ୍ରାୟ ୮ କୋଟି ଟଙ୍କା ଦରମା ପାଉଥିବା କର୍ମଚାରୀମାନେ ମଧ୍ୟ ଗୁଗଲରୁ ଚାକିରି ଛାଡ଼ୁଛନ୍ତି।
ତେବେ ପ୍ରଶ୍ନ ଉଠୁଛି...
କୋଟି କୋଟି ଟଙ୍କାର ଦରମା ଓ ଅତ୍ୟାଧୁନିକ ସୁବିଧା ଥାଇ ମଧ୍ୟ କାହିଁକି କମୁଛି ଚାକିରି ପ୍ରତି ଆକର୍ଷଣ?
Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।