Jagannath Idol Immersion in Sea Triggers Outrage Among Devotees
#ମହୋଦଧିରେ_ମହାପ୍ରଭୁଙ୍କୁ_ଭସାଇଦେଲେ
ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଭାବର ଠାକୁର । ଭାବର ସହ ପୂଜା କରିବାରେ କିଛି ଅସୁବିଧା ନାହିଁ । କିନ୍ତୁ ଶ୍ରୀଜିଉଙ୍କୁ ପ୍ରତିଷ୍ଠା କରି ପୂଜା ପାଉଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ କୌଣସି କାରଣରୁ ସମୁଦ୍ରରେ ବିସର୍ଜିତ କରିବା ବିଧି ସମ୍ମତ ନୁହେଁ । ମହୋଦଧିରେ ମହାପ୍ରଭୁଙ୍କ ମୂର୍ତ୍ତି ବିସର୍ଜନ ଘଟଣା ସାମ୍ନାକୁ ଆସିବା ପରେ ଅସନ୍ତୋଷ ବ୍ୟକ୍ତ କଲେ ଜଗନ୍ନାଥପ୍ରେମୀ ।
#Jagannath#JagannathCulture#Puri#Odisha#LordJagannath#OTV#odishatv
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।